Tag: Nabanna Lagna

Nuakhai Lagna 2026: ବଲାଙ୍ଗୀରର ଇଷ୍ଟଦେବୀ ମା’ ସମଲେଶ୍ୱରୀଙ୍କ ପାଖରେ ଲାଗି ହେବ ନବାନ୍ନ

ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ ପାଇଁ ବାହାରିଲା ଶୁଭଲଗ୍ନ । ବଲାଙ୍ଗୀର ଜିଲ୍ଲା ପାଇଁ ଚଳିତ ବର୍ଷର ନୂଆଖାଇ ଲଗ୍ନ ପାଟଣା ମହାରାଜାଙ୍କ ଶୈଳଶ୍ରୀ ପ୍ୟାଲେସରୁ ବାହାରିଛି। ସେପ୍ଟେମ୍ବର ୧୫ ତାରିଖ ସକାଳ ୯ଟା ୩୬ରୁ ୧୦ଟା ୧୦ ଅମୃତ ବେଳା।…