Tag: fertilizer loan

Fertilizer Loan Fraud: ୨୨ ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ପୂର୍ବତନ PACS ପୂର୍ବତନ ସେକ୍ରେଟାରୀ ଗିରଫ

ସମବାୟ ସମିତିର ସରକାରୀ ପାଣ୍ଠିରୁ ୨୨.୧୯ ଲକ୍ଷ ଟଙ୍କା ହଡ଼ପ କରିବା ଅଭିଯୋଗରେ ବଲାଙ୍ଗୀର ଜିଲ୍ଲାର ଜଣେ ପୂର୍ବତନ ସମବାୟ ସମ୍ପାଦକଙ୍କୁ ଗିରଫ କରିଛି ଭିଜିଲାନ୍ସ। ଗିରଫ ଅଭିଯୁକ୍ତ ଜଣକ ହେଲେ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ସୁନାମୁଦି ପ୍ରାଥମିକ କୃଷି ସମବାୟ…