ଓଡ଼ିଶା ମାଧ୍ଯମିକ ଶିକ୍ଷା ବୋର୍ଡ (ବିଏସଇ) ଅନୁଯାଯୟୀ 2025 ର ଓଡ଼ିଶା ମାଟ୍ରିକ୍ ପରୀକ୍ଷାର ସମୟସୀମା ବୃଦ୍ଧି କରାଯାଇଛି। ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ (HSC) ପରୀକ୍ଷା ଏବଂ ଓଡ଼ିଶା ରାଜ୍ଯ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ (SOSC) ପାଇଁ ଫର୍ମ ଦାଖଲ କରିବାର ସମୟସୀମା ନଭେମ୍ବର ୨୫,୨୦୨୪ ପର୍ଯ୍ଯନ୍ତ ବୃଦ୍ଧି କରାଯାଇଛି। ତେବେ ବର୍ଦ୍ଧିତ ସମୟସୀମା ପରେ କୌଣସି ଅତିରିକ୍ତ ସମ୍ପ୍ରସାରଣ ଦିଆଯିବ ନାହିଁ ବୋଲି ବୋର୍ଡ କହିଛି। ଓଡ଼ିଶା ମାଟ୍ରିକ ପରୀକ୍ଷା ୨୦୨୫ ଫେବୃଆରୀ ୨୧ରୁ ଆରମ୍ଭ ହେବ। ଏହା ମାର୍ଚ୍ଚ ୬,୨୦୨୫ ପର୍ଯ୍ଯନ୍ତ ଚାଲିବ। ଗଣିତ ବ୍ଯତୀତ, ଯାହା 11.45 a.m ରେ ଶେଷ ହେବ, ଅନ୍ୟ ପରୀକ୍ଷା 9 a.m ରୁ 10.30 a.m ପର୍ଯ୍ଯନ୍ତ ଚାଲିବ।

By Nirvay

Leave a Reply

Your email address will not be published. Required fields are marked *