କଟକରେ ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ। କଥା ହେବା ବାହାନାରେ ହୋଟେଲକୁ ଡାକି ନେଇ ଦୁଇ ନାବାଳକ ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ସାମ୍ନାକୁ ଆସିଛି। ଅଭିଯୋଗ ପରେ ପୋଲିସ ଏବଂ ବୈଜ୍ଞାନିକ ଦଳ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏବଂ ଏହି ଘଟଣାରେ ବାଦାମବାଡ଼ି ଥାନା ପୋଲିସ ଦୁଇ ନାବାଳକଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରୁ ପୀଡ଼ିତାଙ୍କ ସହପାଠୀ ଜଣେ ନାବାଳକଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *