୨୦୧୯ରେ ଫୁଲବାଣୀ ରାଇକିଆ ଥାନା ଅଞ୍ଚଳରେ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀକୁ ମିଳିଲା ଆଜୀବନ କାରାଦଣ୍ଡ । ଦୋଷୀ ସୁମନ୍ତ ଦିଗାଲକୁ ସଜା ଶୁଣାଇଲେ ପୋକ୍ସୋ କୋର୍ଟ । ଏହାସହ ପୀଡ଼ିତଙ୍କ ପରିବାରକୁ ୮ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିବାକୁ ଫୁଲବାଣୀ ଜିଲ୍ଲା ଆଇନ ସେବା ପ୍ରାଧିକରଣ (ଡିଏଲଏସଏ)କୁ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ। Post navigation WhatsApp to launch ‘Usernames’ Feature, ending need to share Phone Numbers