ତାଜା ଖବର ରାଜ୍ୟ Minor Girl Rape & Murder Case in Phulbani: ଫୁଲବାଣୀରେ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା; ଦୋଷୀକୁ ଆଜୀବନ କାରାଦଣ୍ଡ June 30, 2026 Papirani ୨୦୧୯ରେ ଫୁଲବାଣୀ ରାଇକିଆ ଥାନା ଅଞ୍ଚଳରେ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀକୁ ମିଳିଲା ଆଜୀବନ କାରାଦଣ୍ଡ । ଦୋଷୀ ସୁମନ୍ତ ଦିଗାଲକୁ ସଜା ଶୁଣାଇଲେ ପୋକ୍ସୋ କୋର୍ଟ । ଏହାସହ ପୀଡ଼ିତଙ୍କ ପରିବାରକୁ ୮ ଲକ୍ଷ ଟଙ୍କା କ୍ଷତିପୂରଣ…