ସମ୍ବଲପୁର; ସମ୍ବଲପୁର ବିଧାନସଭା ଆସନ ପାଇଁ ନାମାଙ୍କନ ଭରିଛନ୍ତି ବିଜେପି ପ୍ରାର୍ଥୀ ତଥା ବିରୋଧୀଦଳ ନେତା ଜୟନାରାୟଣ ମିଶ୍ର । ଆଜି ନିଜ ଝିଅ ଓ ବହୁ ସମର୍ଥକଙ୍କ ସହ ବିରାଟ ଶୋଭାଯାତ୍ରାରେ ଆସି ସମ୍ବଲପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଜୟନାରାୟଣ ମିଶ୍ର କହିଛନ୍ତି କି ବହୁତ ଗରମ ପଡୁଥିବାରୁ ଦିନରେ ସେ କେବଳ କର୍ମୀଙ୍କ ସହ ଭେଟ କରିବେ ଓ ସଂଧ୍ୟା ୫ଟା ପରେ ନିର୍ବାଚନ ପ୍ରଚାର କରିବେ ।

By SonaliP

Leave a Reply

Your email address will not be published. Required fields are marked *