ପୁଣି ଇସ୍କନର ମନମାନୀ ଦେଖିବାକୁ ମିଳିଛି। ଲଣ୍ଡନରେ ଇସ୍କନ ପକ୍ଷରୁ ଅଦିନିଆ ସ୍ନାନଯାତ୍ରା। ଲଣ୍ଡନ ନିକଟ ୱାଟ୍ଫୋର୍ଡରେ ଅଦିନିଆ ସ୍ନାନଯାତ୍ରା। ଗଜପତି ମହାରାଜାଙ୍କ ବାରମ୍ବାର ବାରଣ ସତ୍ତ୍ବେ ମାନୁନି ଇସ୍କନ । ଇସ୍କନ ଭକ୍ତି ବେଦାନ୍ତ ମାନୋର ପକ୍ଷରୁ ସ୍ନାନଯାତ୍ରା ପାଳନ କରାଯାଇଛି। Post navigation IIT BBSR PhD Student Dies: ଭୁବନେଶ୍ବର IIT ବାଲ୍କୋନୀରୁ ଖସି ଛାତ୍ର ମୃତ