୨ ବର୍ଷରେ କୋରାପୁଟରେ ହେବ ୧ ଲକ୍ଷ ଏକରରେ କଫି ଚାଷ। ଏ ନେଇ ପୂର୍ବାଞ୍ଚଳ କୃଷି ସମ୍ମିଳନୀରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏହା ସହ ମୁଖ୍ୟମନ୍ତ୍ରୀ କହିଛନ୍ତି ରାଜ୍ୟରେ ଧାନ ଉତ୍ପାଦନ ବଢିଛି କିନ୍ତୁ ରଖିବାକୁ ଜାଗା ନାହିଁ । କେରଳ, ବିହାର ଆମଠୁ ଚାଉଳ ନେଉଥିଲେ, ଏବେ ତାଙ୍କ ଉତ୍ପାଦନ ବଢିଛି । ତେଣୁ ଅନ୍ୟ ରାଜ୍ୟକୁ ଚାଉଳ ଦେବା ପାଇଁ କେନ୍ଦ୍ର ସହ ଆଲୋଚନା ଚାଲିଛି । Post navigation Pharmacy Bandh: ମେ’ ୨୦ରେ ଦେଶବ୍ୟାପୀ ଔଷଧ ଦୋକାନ ବନ୍ଦ ଡାକରା; ଜରୁରୀ ଔଷଧ ଯୋଗାଣ ନିଶ୍ଚିତ କରିବାକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ Rupee Depreciates Against Dollar: ଡଲାର ତୁଳନାରେ ଖସିଲା ଟଙ୍କା