NEET-UG ୨୦୨୬ ପେପର୍ ଲିକ୍ ମାମଲାରେ ସିବିଆଇ ଆଉ ଜଣେ ପ୍ରମୁଖ ଅଭିଯୁକ୍ତଙ୍କୁ ଗିରଫ କରିଛି । ମନୀଷା ସଞ୍ଜୟ ହବଲଦାରଙ୍କୁ ଗିରଫ କଲା ସିବିଆଇ । ମନୀଷାଙ୍କୁ ବିଶେଷଜ୍ଞ ଭାବେ ପରୀକ୍ଷା ବିଶେଷଜ୍ଞ ଭାବରେ ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି (NTA) ଦ୍ୱାରା ତାଙ୍କୁ ନିଯୁକ୍ତ କରାଯାଇଥିଲା । ସେ ଅନ୍ୟତମ ଗିରଫ ଅଭିଯୁକ୍ତଙ୍କ ସହ ପ୍ରଶ୍ନପତ୍ର ସେୟାର କରିଥିଲେ । ଏହାକୁ ମିଶାଇ ମୋଟ୍‌ ଗିରଫଦାରୀ ସଂଖ୍ୟା ୧୧କୁ ବୃଦ୍ଧି ହୋଇଛି ।

Leave a Reply

Your email address will not be published. Required fields are marked *