ତାଜା ଖବର ରାଜ୍ୟ Obscene Dance At Khandagiri Jatra: ଅଶ୍ଳୀଳ ନୃତ୍ୟ କଲେ ବାଜିବ ସରକାରୀ ଠେଙ୍ଗା: ବାବୁ ସିଂ January 27, 2026 Papirani ଆଜିଠାରୁ ଖଣ୍ଡଗିରି ଯାତ୍ରା ମହାକୁମ୍ଭ । ଆଜିଠାରୁ ଦୁଲିକିବ ଖଣ୍ଡଗିରି । କିନ୍ତୁ ଅଶ୍ଳୀଳ ନୃତ୍ୟକୁ ନାଁ । ଅମାନିଆ ହୋଇ ଅଶ୍ଳୀଳ ନୃତ୍ୟ କଲେ ବାଜିବ ସରକାରୀ ଠେଙ୍ଗା । ଏନେଇ ଆଗୁଆ ଚେତାଇ ଦେଲେ ଏକାମ୍ର ଭୁବନେଶ୍ୱର ବିଧାୟକ…
ତାଜା ଖବର ରାଜ୍ୟ Anganwadi Uniform Prices Hikes: ବଢ଼ିଲା ଅଙ୍ଗନବାଡି ଶିଶୁଙ୍କ ପୋଷାକର ସରକାରୀ ମୂଲ୍ୟ January 27, 2026 Papirani ଅଙ୍ଗନବାଡି ପିଲା ପିନ୍ଧିବେ ଉଚ୍ଚମାନର ୟୁନିଫର୍ମ । ଓଡ଼ିଶା ସରକାର ଅଙ୍ଗନୱାଡିରେ ପିଲାମାନଙ୍କ ପାଇଁ ୟୁନିଫର୍ମ ଏବଂ ଜୋତା ପାଇଁ ପାଣ୍ଠି ବୃଦ୍ଧି କରିଛନ୍ତି । ବାଳକଙ୍କ ପୋଷାକ ମୂଲ୍ୟ ୧୦୦ରୁ ବଢ଼ି ହେଲା ୧୭୫ ଟଙ୍କା ହୋଇଥିବା ବେଳେ ବାଳିକାଙ୍କ…
ତାଜା ଖବର ରାଜନୀତି ରାଜ୍ୟ ଓଡ଼ିଶା ଜନତା କଂଗ୍ରେସ କିମ୍ବା ଓଡ଼ିଶା ଲୋକ କଂଗ୍ରେସ ହୋଇପାରେ ନୂଆ ଦଳର ନାଁ: ମହମ୍ମଦ ମୋକିମ୍ January 27, 2026 Papirani ରାଜ୍ୟରେ ପୁଣି ଏକ ନୂଆ ରାଜନୈତିକ ଦଳ ଗଠନ ହେବ ତାହା ସୁନିଶ୍ଚିତ ହୋଇସାରିଛି । ଏହାରି ଭିତରେ ଆଜି ନୂଆ ଦଳ ଗଠନକୁ ନେଇ ମହମ୍ମଦ ମୋକିମ୍ ବଡ଼ ସୂଚନା ଦେଇଛନ୍ତି । ମହମ୍ମଦ ମୋକିମ ନିଜ ନୂଆ ଦଳର…
ତାଜା ଖବର ରାଜ୍ୟ NKS Bandh Call In Odisha: ୨୮ ତାରିଖ ଓଡିଶା ବନ୍ଦକୁ ସମର୍ଥନ କଲା କଂଗ୍ରେସ January 27, 2026 Papirani ଆସନ୍ତା ୨୮ ଜାନୁଆରୀ ଓଡ଼ିଶା ବନ୍ଦ । ଆସନ୍ତା କାଲି ଚାଷୀ ସମସ୍ୟା ସହିତ ବିଭିନ୍ନ ପ୍ରସଙ୍ଗକୁ ନେଇ ରାଜ୍ୟ ପରିବହନ ବିଭାଗର ମନାମନିକୁ ନେଇ ସଂଗଠନ ରାସ୍ତାକୁ ଓହ୍ଲାଇବ । ନଵନିର୍ମାଣ କୃଷକ ସଂଗଠନ ଦ୍ୱାରା ଓଡିଶା ବନ୍ଦ ଡାକରାକୁ…
ତାଜା ଖବର ରାଜ୍ୟ Digital Arrest Scam: ମହିଳାଙ୍କୁ ଡିଜିଟାଲ ଆରେଷ୍ଟ କରି ୩୦ ଲକ୍ଷ ଟଙ୍କା ଠକେଇ; ଅଭିଯୁକ୍ତ ଗିରଫ January 27, 2026 Papirani ଭୁବନେଶ୍ବରରେ ଜଣେ ମହିଳାଙ୍କୁ ଡିଜିଟାଲ ଆରେଷ୍ଟ କରି ନେଇଗଲେ ୩୦ ଲକ୍ଷ ଟଙ୍କା। ପୁରୁଣା ଭୁବନେଶ୍ୱର ଅଞ୍ଚଳର ଜଣେ ମହିଳା ସାଇବର ଠକେଇର ଶିକାର ହୋଇଛନ୍ତି । ମହିଳାଙ୍କ ଫୋନକୁ କଲ କରି ମୁମ୍ବାଇ କୋଲାବ ଥାନା ଅଧିକାରୀ ପରିଚୟ ଦେବା…
ଖେଳ ତାଜା ଖବର ରାଜ୍ୟ Hockey India League 2025-26: ହକି ଇଣ୍ଡିଆ ଲିଗ୍ ଚାମ୍ପିଅନ୍ ହେଲା କଳିଙ୍ଗ ଲାନ୍ସର୍ସ January 27, 2026 Papirani ପୁଣି କଳିଙ୍ଗ ଲାନ୍ସର୍ସ ହେଲା ହକି ଇଣ୍ଡିଆ ଲିଗ୍ ଚାମ୍ପିଅନ୍ । ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମରେ ଚାଲିଥିବା ହକି ଇଣ୍ଡିଆ ଲିଗ୍ ଫାଇନାଲ୍ ମ୍ୟାଚରେ ରାଞ୍ଚି ରୟାଲ୍ସକୁ ୩-୨ରେ ହରାଇ କଳିଙ୍ଗ ଲାନ୍ସର୍ସ ବିଜେତା ହେଇଛି । ଦ୍ଵିତୀୟ ଥର ଚାମ୍ପିଅନ…
ତାଜା ଖବର ରାଜ୍ୟ Adivasi Mela 2026: ଆଜିଠୁ ଆରମ୍ଭ ଆଦିବାସୀ ମେଳା; ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ January 26, 2026 Papirani ରାଜଧାନୀ ଭୁବନେଶ୍ୱରରେ ଆଜିଠାରୁ ଆରମ୍ଭ ହୋଇଛି ବହୁ ପ୍ରତୀକ୍ଷିତ ଆଦିବାସୀ ମେଳା ୨୦୨୬ । ଆଦିବାସୀ ପ୍ରଦର୍ଶନୀ ପଡିଆରେ ଆୟୋଜିତ ଏହି ମେଳା ୨୬ ଜାନୁଆରୀରୁ ୫ ଫେବୃଆରୀ ପର୍ଯ୍ୟନ୍ତ ଚାଲିବ । ଆଜି ଆଦିବାସୀ ମେଳା ୨୦୨୬ ଉଦଘାଟନ ଅବସରରେ…
ରାଜ୍ୟ Panchayat Polls In Odisha: ପୁଣି ୟୁ-ଟର୍ଣ୍ଣ; ପଞ୍ଚାୟତ ନିର୍ବାଚନ ସମୟ ଅନୁସାରେ ହେବ କହିଲେ ମନମୋହନ January 26, 2026 Nirvay ପଞ୍ଚାୟତ ନିର୍ବାଚନ ଆଗୁଆ ହେବା ନେଇ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ୟୁ-ଟର୍ଣ୍ଣ । ପୂର୍ବରୁ ପଞ୍ଚାୟତ ନିର୍ବାଚନ ଆଗୁଆ ହେବା ନେଇ ସେ କହିଥଲେ । ତେବେ ଆଜି କଥା ବଦଳେଇ ପଞ୍ଚାୟତ ନିର୍ବାଚନ ସମୟ ଅନୁସାରେ ହେବ…
ରାଜ୍ୟ Cuttack Strawberry On Republic Day: ଗଣତନ୍ତ୍ର ଦିବସରେ କଟକ ଜିଲ୍ଲାର ଷ୍ଟ୍ରବେରୀ ପ୍ରଦର୍ଶନ January 26, 2026 Nirvay ୭୭ ତମ ଗଣତନ୍ତ୍ର ଦିବସ ଅବସର ରେ କଟକ ଜିଲ୍ଲା ବାଙ୍କୀ ଓ ଡମପଡା ବ୍ଲକ୍ ର ତିନିଜଣ କୃଷକ ଜିଲ୍ଲା ରେ ପ୍ରଥମ ଥର ପାଇଁ ଉତ୍ପାଦନ କରିଥିବା ଷ୍ଟ୍ରବେରୀ କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିକଟ ରେ…
ରାଜ୍ୟ Padma Awardee Sarat Patra Felicitated: ପଦ୍ମଶ୍ରୀ ପାଇଁ ମନୋନୀତ ଶରତ କୁମାର ପାତ୍ରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା January 26, 2026 Nirvay ଆଜି ୭୭ ତମ ଗଣତନ୍ତ୍ର ଦିବସ ଅବସରରେ ପଦ୍ମଶ୍ରୀ ସମ୍ମାନ ପାଇଁ ମନୋନୀତ ହୋଇଥିବା ଶରତ କୁମାର ପାତ୍ରଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଟକ ଠାରେ ସମ୍ବର୍ଦ୍ଧିତ କରିଛନ୍ତି । ଏହି ଅବସରରେ କଟକ ଜିଲ୍ଲାର ଶ୍ରୀ ପାତ୍ରଙ୍କ ସମ୍ମାନାର୍ଥେ…