Category: ରାଜ୍ୟ

Heavy Rain Alert in Odisha: ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ଆଜି ୭ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା

ରାଜ୍ୟରେ ଜାରି ରହିଛି ବର୍ଷା। ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ବହୁ ଅଞ୍ଚଳ ଜଳମଗ୍ନ ହୋଇପଡ଼ିଥିବା ଦେଖା ଦେଇଛି । ରାଜ୍ୟରେ ଜାରି ରହିଥିବା ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ରାଜ୍ୟରେ ୭ ଜିଲ୍ଲାରେ ସ୍କୁଲ କଲେଜ ବନ୍ଦ ଘୋଷଣା…

Three Youths Swept Away at Naraj Dam: ସେଲ୍‌ଫି ନେବା ବେଳେ ନରାଜରେ ଭାସିଗଲେ ୩ ଯୁବକ

କଟକର ନରାଜ ନିକଟ ମହାନଦୀରେ ଅଘଟଣ । ସେଲ୍‌ଫି ନେବା ବେଳେ ଭାସିଗଲେ ୩ ଯୁବକ। ପ୍ରବଳ ପାଣି ମାଡ଼ି ଆସିବାରୁ ୩ ଯୁବକ ଆଜି ନରାଜ ପୁରୁଣା ବନ୍ଧ ପାଖରେ ଭସିଯାଇଛନ୍ତି । ସେମାନଙ୍କ ମଧ୍ୟରୁ ୨ଜଣଙ୍କୁ ଉଦ୍ଧାର କରାଯାଇଥିଲା…

Corruption Allegations in OCAC Tender: ଓକାକ ଟେଣ୍ଡର ମହାଦୁର୍ନୀତିକୁ ବିଜେପି ସରକାର ଘଂଟ ଘୋଡାଉଛନ୍ତି- ଯୁବ କଂଗ୍ରେସ

ଆଜି ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ଓକାକ ଟେଣ୍ଡର ଦୁର୍ନୀତି ବିରୋଧରେ ପ୍ରଦେଶ ଯୁବ କଂଗ୍ରେସ ସଭାପତି ରଞ୍ଜିତ ପାତ୍ରଙ୍କ ନେତୃତ୍ୱରେ ମାଷ୍ଟରକ୍ୟାଂଟିନ ଛକଠାରେ ଏକ ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା । ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରୁ ଏକ ର‌୍ୟାଲି ବାହାରି ମାଷ୍ଟର…

Cattle Mafia Case: ଗୋ ମାଫିଆକୁ ସହଯୋଗ ଅଭିଯୋଗରେ ୨ ପୋଲିସ ନିଲମ୍ବିତ

ଗୋ ମାଫିଆଙ୍କୁ ସହଯୋଗ କରିବା ପଡ଼ିଲା ମହଙ୍ଗା । ଗୋ ମାଫିଆକୁ ସହଯୋଗ ଅଭିଯୋଗରେ ୨ ପୋଲିସ ନିଲମ୍ବିତ। ମୟୂରଭଞ୍ଜ ଝାରପୋଖରୀଆ ଥାନା ଏଏସଆଇ ରଣଜିତ ନାଏକ ଏବଂ କନେଷ୍ଟବଳ ଆଶିଷ ନାଏକ ନିଲମ୍ବିତ ହୋଇଛନ୍ତି । ଏହା ସହ ହୋମଗାର୍ଡ…

Kendujhar Becomes New Face of Hunger: ଭୋକର ଭୂଗୋଳ ବର୍ତ୍ତମାନ ପାଲଟି ଯାଇଛି କେନ୍ଦୁଝର: ଭକ୍ତ ଦାସ

ତାମିଲନାଡୁର ତିରୁଭଲ୍ଲୁରଠାରେ ଥିବା ସେଣ୍ଟ ପଲ ଖାଦ୍ଯ ପ୍ରକ୍ରିୟାକରଣ ଫେକ୍ଟ୍ରିରେ ଗ୍ଯାସ ଲିକ ହୋଇ କେନ୍ଦୁଝର ଜିଲ୍ଲାର ୧୪ ଜଣ ନାବାଳିକା ଓ ମହିଳାଙ୍କ ମର୍ମନ୍ତୁଦ ମୂତ୍ଯୁ ଘଟିଥିଲା। ଏହି ବିଷୟକୁ ନେଇ ଗତକାଲି ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ…

Tamil Nadu Ammonia Gas Leak: ତାମିଲନାଡୁ ଗ୍ୟାସ ଲିକ୍ ଘଟଣା; ୧୫କୁ ବୃଦ୍ଧି ପାଇଲା ଓଡିଆ ଶ୍ରମିକଙ୍କ ମୃତ୍ୟୁ ସଂଖ୍ୟା

ତାମିଲନାଡୁର ତିରୁଭଲ୍ଲୁର ଜିଲ୍ଲାରେ ଥିବା ପିଟର୍ ଆଣ୍ଡ ପଲ୍ ସି-ଫୁଡ୍ ଏକ୍ସପୋର୍ଟ୍ସ ପ୍ରାଇଭେଟ୍ ଲିମିଟେଡ୍ କାରଖାନାରେ ଘଟିଥିବା ଭୟଙ୍କର ଆମୋନିଆ ଗ୍ୟାସ୍ ଲିକ୍ ଦୁର୍ଘଟଣା ପୁଣି ଜଣେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ହେଲେ କେନ୍ଦୁଝର ଜିଲ୍ଲାର ହରିଚନ୍ଦନପୁର ବ୍ଲକର…

Woman Sarpanch Nabbed for Taking Bribe: ଲାଞ୍ଚନେଇ ଭିଜିଲାନ୍ସ ଜାଲରେ ମହିଳା ସରପଞ୍ଚ

୨୦ ହଜାର ଲାଞ୍ଚନେଇ ଭିଜିଲାନ୍ସ ଜାଲରେ ମହିଳା ସରପଞ୍ଚ । ମାଛ ଚାଷ କାର୍ଯ୍ୟକଳାପ ପାଇଁ ଆବଶ୍ୟକୀୟ ଚୁକ୍ତିପତ୍ର ଦସ୍ତଖତ ଏବଂ SHG ସପକ୍ଷରେ ଜିଲ୍ଲା ମତ୍ସ୍ୟ କାର୍ଯ୍ୟାଳୟରୁ ସବସିଡି ପ୍ରଦାନ କରିବା ପାଇଁ ୨୦ ହଜାର ଲାଞ୍ଚ ନେଉଥିବା ବେଳେ…

Sambit Patra’s WhatsApp Account Hacked: ସାଂସଦ ସମ୍ବିତ ପାତ୍ରଙ୍କ ହ୍ୱାଟ୍ସଆପ୍ ଆକାଉଣ୍ଟ୍ ହ୍ୟାକ୍

ପୁରୀ ନିର୍ବାଚନମଣ୍ଡଳୀର ସାଂସଦ ସମ୍ବିତ ପାତ୍ରଙ୍କ ହ୍ୱାଟ୍ସଆପ୍ ଆକାଉଣ୍ଟ୍ ହ୍ୟାକ୍ । ଏ ନେଇ ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି ସାଂସଦ ସମ୍ବିତ ପାତ୍ର ।ତାଙ୍କ ନମ୍ବରରୁ ପଠାଯାଇଥିବା କୌଣସି ମେସେଜ୍ କିମ୍ବା ଟଙ୍କା…