ରାଜନୀତି ରାଜ୍ୟ ୫ଟି ଲୋକସଭା ଆସନ ପାଇଁ ପ୍ରଭାରୀ ହେଲେ ବିପ୍ଳବ ଦେବ April 27, 2024 Nirvay ନିର୍ଭୟ ମିଡିଆ : ଭୁବନେଶ୍ୱର, ଓଡ଼ିଶାକୁ ଏଥର ଭାରତୀୟ ଜନତା ପାର୍ଟି କେନ୍ଦ୍ରୀୟ ନେତୃତ୍ୱ କେତେ ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି ତାହାର ପ୍ରଥମ ଝଲକ ସୋନପୁରରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଜନସଭାରୁ ଦେଖିବାକୁ ମିଳିଥିଲା । କିନ୍ତୁ ଭାଷଣ…
ରାଜନୀତି ରାଜ୍ୟ ନବୀନ ସରକାରର ଧୁଲେଇ କଲେ ଶାହା April 25, 2024 Nirvay ନିର୍ଭୟ ମିଡିଆ : ସୋନପୁର ରାଜ୍ୟରେ ପ୍ରଥମ ନିର୍ବାଚନୀ ସଭାରେ ନବୀନ ସରକାରଙ୍କୁ ଧୁଲେଇ କରିଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା । ନବୀନ ସରକାରଙ୍କୁ ଓପାଡି ଫିଙ୍ଗିବା ସହ ଏଠାର ଡବଲ ଇଞ୍ଜିନ ସରକାର ପାଇଁ ଦେଇଛନ୍ତି ଆହ୍ୱ।ନ ।…
ରାଜନୀତି ରାଜ୍ୟ ସୌମ୍ୟଙ୍କ ଅପେକ୍ଷାରେ ଖଣ୍ଡପଡ଼ା ଓ ଘଷିପୁରା April 24, 2024 Nirvay ନିର୍ଭୟ ମିଡିଆ : ଭୁବନେଶ୍ୱର, ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ମାନଭଞ୍ଜନ କରି ପୁଣିଥରେ ନିଜ ପକ୍ଷକୁ ନେଇ ଖଣ୍ଡପଡ଼ା ବିଧାନସଭା ଆସନରେ ପ୍ରାର୍ଥୀ କରିବା ବିଜଦ ପକ୍ଷରୁ ଜୋରଦାର ଉଦ୍ୟମ ଆରମ୍ଭ ହୋଇଛି । ଅପର ପକ୍ଷରେ ଭାଜପା ମଧ୍ୟ…
ରାଜନୀତି ରାଜ୍ୟ କଟକ ବାରବାଟୀରୁ ମୋକୀମଙ୍କ ଜାଗାରେ ଲଢ଼ିବେ ଝିଅ ସୋଫିଆ ! April 24, 2024 Nirvay ଏଥର ମହମ୍ମଦ ମୋକୀମଙ୍କ ଜାଗାରେ କଟକ ବାରବାଟୀରୁ ଲଢ଼ିପାରନ୍ତି ମୋକିମଙ୍କ ଝିଅ ସୋଫିଆ ଫିର୍ଦ୍ଦୋସ । ବାପାଙ୍କ ଜାଗାରେ ଝିଅ ଲଢିବା ନେଇ ଚର୍ଚ୍ଚା ଜୋର ଧରିଛି । ଓଆରଏଚ୍ଡିସି ମାମଲାରେ ଛନ୍ଦି ହୋଇଛନ୍ତି ମହମ୍ମଦ ମୋକିମ୍ । ସୁପ୍ରିମକୋର୍ଟରେ ଶୁଣାଣୀ…
ରାଜନୀତି ରାଜ୍ୟ ହିଞ୍ଜିଳିରୁ ପ୍ରଚାରର ଶୁଭାରମ୍ଭ କଲେ ନବୀନ : ୨୦୩୬ ସୁଦ୍ଧା ଓଡ଼ିଶା ହେବ ଏକ ନମ୍ବର April 24, 2024 Nirvay ନିର୍ଭୟ ମିଡିଆ : ହିଞ୍ଜିଳି/ଶେରଗଡ, ମୁଖ୍ୟମନ୍ତ୍ରୀ ତଥା ବିଜଦ ମୁଖିଆ ନବୀନ ପଟନାୟକ ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ଆରମ୍ଭ କରିଛନ୍ତି ପ୍ରଚାର ଅଭିଯାନ । ଭୁବନେଶ୍ୱରରୁ ଏକ ସ୍ୱତନ୍ତ୍ର ବିମାନରେ ଭିକେ ପାଣ୍ଡିଆନଙ୍କ ସହ ସେ ପହଞ୍ଚିଥିଲେ ହିଞ୍ଜିଳିରେ ।…
ରାଜନୀତି ରାଜ୍ୟ ‘୨୫ ବର୍ଷର ପାପ ପେଡି’ ନାଁରେ ଭାଜପାର ଚାର୍ଜସିଟ୍ : ତାମିଲନାଡୁକୁ କାହିଁକି ଶସ୍ତା ବିଜୁଳି?: ଭୂପେନ୍ଦ୍ର April 24, 2024 Nirvay ନିର୍ଭୟ ମିଡ଼ିଆ : ଭୁବନେଶ୍ୱର, ପ୍ରତିଶ୍ରୁତି ଦେଇ ପ୍ରତାରଣା, ବିକାଶ ନାଁରେ ବିନାଶ, ସେବା ନାଁରେ ଶୋଷଣ । ଆଉ ଓଡ଼ିଶା ପ୍ରତି ବୈମାତୃକ ମନୋଭାବ ସହ ଓଡ଼ିଶାକୁ ଉପେକ୍ଷା ଓ ଧୋକା ଦେଇଛି ବିଜୁ ଜନତା ଦଳ ସରକାର ।…
ତାଜା ଖବର ରାଜନୀତି ରାଜ୍ୟ ନିର୍ବାଚନ ମୈଦାନକୁ ଓହ୍ଲାଇ ବିରୋଧୀଙ୍କୁ ଟାର୍ଗେଟ କଲେ ବିଜେଡି ସୁପ୍ରିମୋ । April 24, 2024 Nirvay ହିଞ୍ଜିଳିରୁ ପ୍ରଚାର ଆରମ୍ଭ କରି ବିରୋଧୀଙ୍କ ଉପରେ ବର୍ଷିଛନ୍ତି ନବୀନ ପଟ୍ଟନାୟକ । ନିର୍ବାଚନ ମୈଦାନକୁ ଓହ୍ଲାଇ ବିରୋଧୀଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ବିରୋଧୀମାନେ ସବୁକଥାରେ ରାଜନୀତି କରୁଛନ୍ତି । ବିରୋଧୀ ରାଜ୍ୟର ବିକାଶକୁ ବିରୋଧ କରୁଛନ୍ତି । ଆଗାମୀ…
ରାଜନୀତି ରାଜ୍ୟ ଓଡ଼ିଶାରେ ନିର୍ବାଚନ ପ୍ରଚାର ପାଇଁ ଆସିଲା ବିଜେପିର ୪୦ ଜଣିଆ ତାଲିକା April 23, 2024 Nirvay ଭୁବନେଶ୍ବର: ଭାରତୀୟ ଜନତା ପାର୍ଟି(ବିଜେପି) ମଙ୍ଗଳବାର ଓଡ଼ିଶା ପାଇଁ ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ଯେଉଁମାନେ ସ୍ଥାନ ପାଇଛନ୍ତି, ସେମାନେ ଓଡ଼ିଶାର ୨୧ ଲୋକସଭା ଓ ୧୪୭ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କରିବେ।…
ରାଜନୀତି ରାଜ୍ୟ ସମ୍ବଲପୁରର ସ୍ବାଭିମାନ ଓ ଅସ୍ମିତା ପାଇଁ ବିଜେଡି ଛାଡ଼ିଲେ ରାସେଶ୍ୱରୀ ପାଣିଗ୍ରାହୀ April 23, 2024 Nirvay ସମ୍ବଲପୁର: ସମ୍ବଲପୁରରେ ବିଜେଡିକୁ ବଡ଼ ଝଟକା ଦେଲେ ପୂର୍ବତନ ବିଧାୟିକା ଡାକ୍ତର ରାସେଶ୍ବରୀ ପାଣିଗ୍ରାହୀ। ସେ ବିଜେଡିରୁ ଇସ୍ତଫା ଦେଇଛନ୍ତି ସମ୍ବଲପୁରର ପୂର୍ବତନ ବିଧାୟିକା ଡାକ୍ତର ରାସେଶ୍ବରୀ ପାଣିଗ୍ରାହୀ। ସେ ନିଜର ଇସ୍ତଫା ପତ୍ର ଦଳି ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ…
ରାଜନୀତି ରାଜ୍ୟ ବିଜେଡିରୁ ଇସ୍ତଫା ଦେଲେ ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ April 23, 2024 Nirvay ବିଜେଡିରୁ ଇସ୍ତଫା ଦେଲେ ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ । ଟିକେଟ ନ ମିଳିବାରୁ ସେ ଦଳ ଛାଡିଛନ୍ତି। ବିଜେଡି ସୁପ୍ରିମୋଙ୍କ ଲେଖିଥିବା ଇସ୍ତଫା ପତ୍ରରେ ସୀମାରାଣୀ ଲେଖିଛନ୍ତି, ୧୦ ବର୍ଷ ହେଲା ସେ ଲୋକଙ୍କର ସେବା କରିଆସୁଥିଲେ। ତେବେ ବ୍ୟକ୍ତିଗତ…