Category: ରାଜ୍ୟ

ପଦ୍ମ ଧରିଲେ ଜ୍ୟୋତି ପାଣିଗ୍ରାହୀ

ବିଜେପିରେ ମିଶିଲେ ପୂର୍ବତନ ମହିଳା କମିଶନ ଅଧ୍ୟକ୍ଷା ଜ୍ୟୋତି ପାଣିଗ୍ରାହୀ । ବିଜେଡିରୁ ଟିକେଟ୍ ନମିଳିବା ପରେ ସେ କିଛି ଦିନ ତଳେ ବିଜେଡିରୁ ଇସ୍ତଫା ଦେଇଥିଲେ । ଜ୍ୟୋତି ପାଣିଗ୍ରାହୀଙ୍କ ସହ ତାଙ୍କ ସ୍ୱାମୀ ବଲାଙ୍ଗୀରର ବରିଷ୍ଠ ଆଇନଜୀବୀ ସରୋଜ…

ରେମୁଣା ହନୁମାନ ଜୟନ୍ତୀ ଶୋଭାଯାତ୍ରା ଗୋଷ୍ଠୀସଂଘର୍ଷ

ବାଲେଶ୍ୱର: ହନୁମାନ ଜୟନ୍ତୀ ଶୋଭାଯାତ୍ରା ବେଳେ ଗଣ୍ଡଗୋଳ। ରେମୁଣା ବାଲେଶ୍ଵର ଶୋଭାଯାତ୍ରା ବେଳେ ଢ଼େଲାମାଡ଼ ହୋଇଥିବା ଅଭିଯୋଗ। ଦୁଇ ଗୋଷ୍ଠୀଙ୍କ ଭିତରେ ଗଣ୍ଡଗୋଳ ହୋଇଛି। ଏଥିରେ ୨୦ ରୁ ଅଧିକ ଜଣ ଆହତ ହୋଇଛନ୍ତି। ଆହତମାନେ ରେମୁଣା ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି।…

୭୫ ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା କଂଗ୍ରେସ

ଦ୍ଵିତୀୟ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କଲା କଂଗ୍ରେସ । ୭୫ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ । ଭଣ୍ଡାରୀପୋଖରୀରୁ ନିରଞ୍ଜନ ପଟ୍ଟନାୟକ, ଆନନ୍ଦପୁରରୁ ଜୟଦେବ ଜେନା, ବାଙ୍କୀ ଦେବାଶିଷ ପଟ୍ଟନାକ ଓ ବେଗୁନିଆରୁ ପୃଥୀବଲ୍ଲଭ ପଟ୍ଟନାୟକଙ୍କୁ…

ହନୁମାନ ଜୟନ୍ତୀ ଶୋଭାଯାତ୍ରା ସମୟରେ ଗୋଷ୍ଠୀସଂଘର୍ଷ

ବାଲେଶ୍ବର : ହନୁମାନ ଜୟନ୍ତୀ ଶୋଭାଯାତ୍ରାବେଳେ ଗଣ୍ଡଗୋଳ ସହ ପଥରମାଡ ହୋଇଛି । ଏମିତି ଘଟଣା ଘଟିଛି ରେମୁଣା ଗନିପୁରରେ । ଗନିପୁରରେ ମହାବିଷୁବ ସଂକ୍ରାନ୍ତି ଏବଂ ହନୁମାନ ଜୟନ୍ତୀ ଅବସରରେ ଶୋଭାଯାତ୍ରା ହେଉଥିଲା । ତେବେ ଏହି ଶୋଭାଯାତ୍ରାବେଳେ ଢେଲାମାଡ…

DMF ପାଣ୍ଠିର ସଠିକ ବିନିଯୋଗ ହେଉନି: ଧର୍ମେନ୍ଦ୍ର ପ୍ରଧାନ

ପୁଣି ବର୍ଷିଲେ ଧର୍ମେନ୍ଦ୍ର ପ୍ରଧାନ। ଲହୁଣୀପଡ଼ା ବ୍ଲକର ରାସ୍ତାକାମ ନେଇ କ୍ଷୋଭ ପ୍ରକାଶ କଲେ ସେ। DMF ପାଣ୍ଠିର ସଠିକ ବିନିଯୋଗ ହେଉନଥିବା ଅଭିଯୋଗ କରିଛନ୍ତି।ଜନଜାତି ଅଞ୍ଚଳରେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନର ବିକାଶ ପାଇଁ ମୋଦୀ ସରକାର ଜିଲ୍ଲା ଖଣିଜ ପାଣ୍ଠି…

ବିଜେପି ବିରୋଧରେ ସିଇଓଙ୍କ ପାଖରେ ଫେରାଦ ହେଲା ବିଜେଡି

ଭୁବନେଶ୍ୱର: ଆଶା ଦିଦି, ଅଙ୍ଗନୱାଡି କର୍ମୀଙ୍କୁ ବିଜେପି ଅପମାନିତ ଓ ଧମକାଉଛି। ବିଜେପି କର୍ମୀ ବାରମ୍ବାର ସରକାରୀ କର୍ମୀଙ୍କୁ ଧମକାଉଛନ୍ତି। ଓଡ଼ିଶା ବିଜେପିର କିଛି ନେତା ସରକାରୀ କର୍ମଚାରୀଙ୍କୁ ଧମକାଉଛନ୍ତି। ବିଜେପି ନେତା ପ୍ରଶାନ୍ତ ଜଗଦ୍ଦେବ ଓ ପ୍ରଦୀପ ପାଣିଗ୍ରାହୀ ସରକାରୀ…

କଟକ-ବାରବାଟୀରେ ଭାଜପା କେଁ

ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଏକଦା କହିଥିଲେ ଯେ, ଫୁଟବଲ ଖେଳରେ ଶେଷ ୫ ମିନିଟରେ ବହୁତ କିଛି ଘଟିଯାଇପାରେ । କିନ୍ତୁ ଯେତେବେଳେ ଆତ୍ମଘାତୀ ଗୋଲ ଦେବାକୁ କୌଣସି ଦଳର ବରିଷ୍ଠ ଖେଳାଳି ସୁଯୋଗ ଉନ୍ଦୁଥିବେ ସେତେବେଳେ ସେହି…

କଂଗ୍ରେସର ୯ ଲୋକସଭା ପ୍ରାର୍ଥୀଙ୍କ ତାଲିକା ପ୍ରକାଶ

ଭୁବନେଶ୍ୱର: ଆସନ୍ତା ନିର୍ବାଚନ ପାଇଁ ଓଡ଼ିଶା କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି । ଆଉ ୯ଟି ଲୋକସଭା ପ୍ରାର୍ଥୀଙ୍କ ନାମରେ ମୋହର ମାରିଛି ରାଜ୍ୟ କଂଗ୍ରେସ । ଏହି ତାଲିକାରେ ବାଲେଶ୍ୱରରୁ ଶ୍ରୀକାନ୍ତ ଜେନାଙ୍କୁ ପ୍ରାର୍ଥୀ ଭାବରେ କଂଗ୍ରେସ ଦାୟିତ୍ୱ ଦେଇଛି…

ନବୀନ ବାବୁଙ୍କ ୨୪ବର୍ଷର ଶାସନ ଓଡ଼ିଶା ପାଇଁ କଳାଦିନ : ଅନିଲ ବିଶ୍ୱାଳ

ଭୁବନେଶ୍ୱର: ନବୀନ ବାବୁଙ୍କ ୨୪ବର୍ଷର ସରକାର ଓଡ଼ିଶା ପାଇଁ କଣ କରିଛି ତାହା ଜାଣିବା ପାଇଁ ଓଡ଼ିଶାର ଲୋକ ପ୍ରଶ୍ନ କରୁଛନ୍ତି, ଯାହାର ଉତର ବିଜେଡି ଦେଇପାରୁ ନାହିଁ । ସସ୍ମିତ ବାବୁ ପ୍ରଥମେ ଓଡ଼ିଶାରେ ବିଜୁ ଜନତା ଦଳ ସରକାର…

ଓଡ଼ିଶାରେ ସ୍ୱାସ୍ଥ୍ୟ ସେବାକୁ ସୁଦୃଢ ନକରି ନବୀନ ବାବୁ ଓଡିଶାବାସୀଙ୍କୁ ରଙ୍ଗୀନ ସ୍ୱପ୍ନ ଦେଖାଇବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ : ପ୍ରତାପ କୁମାର ପାଣି

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ନିଷ୍କ୍ରିୟତା ପାଇଁ ଓଡ଼ିଶାର ଡାକ୍ତରମାନେ ଅନ୍ୟ ରାଜ୍ୟ ତଥା ଦେଶକୁ ଯାଇ ସ୍ୱାସ୍ଥ୍ୟ ସେବା ଯୋଗାଉଛନ୍ତି । ଦାଦନ ଶ୍ରମିକ ସମସ୍ୟା ଭଳି ରାଜ୍ୟରେ ହାଇଟେକ ଦାଦନ ଡାକ୍ତରଙ୍କ ସଂଖ୍ୟା ଓ ସମସ୍ୟା ବଢିଚାଲିଛି । ଓଡ଼ିଶାର…