ରାଜନୀତି ରାଜ୍ୟ ବିଜେଡି ଛାଡିଲେ ସୁରେନ୍ଦ୍ର ଓ ଭାଗିରଥୀ April 30, 2024 Nirvay ବିଜେଡିରୁ ଇସ୍ତଫା ଦେଇଛନ୍ତି କାକଟପୁରର ପୂର୍ବତନ ବିଧାୟକ ବିଧାୟକ ସୁରେନ୍ଦ୍ର ସେଠୀ । ଶ୍ରୀ ସେଠୀ ମଙ୍ଗଳବାର ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ତାଙ୍କ ଇସ୍ତଫା ପତ୍ର ପଠାଇଛନ୍ତି। ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଉଥିବାର…
ରାଜନୀତି ରାଜ୍ୟ ଆଚରଣ ବିଧିକୁ ଖାତିର କରୁନି ବିଜେଡି! ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେପି ପ୍ରତିନିଧିମଣ୍ଡଳୀ April 30, 2024 Nirvay ନିର୍ବାଚନ ହାରିବା ନେଇ ଭୟଭୀତ ବିଜେଡି। କଳେବଳେ କୌଶଳେ ନିର୍ବାଚନୀ ବୈତରଣୀ ପାର ହେବାକୁ ଚେଷ୍ଟା କରୁଛି ବିଜେଡି। ଏଥି ପାଇଁ ମିଶନ ଶକ୍ତି ବିଭାଗକୁ ବିଜେଡି ହାତବାରିସୀ କରିଛି ବୋଲି ଅଭିଯୋଗ କରିଛନ୍ତି ବିଜେପିର ବରିଷ୍ଠ ନେତା ଗୋଲକ ମହାପାତ୍ର।…
ରାଜନୀତି ରାଜ୍ୟ ଘସିପୁରାରୁ ଲଢ଼ିପାରନ୍ତି ସୌମ୍ୟ; ବିଜେପି ଯିବା ନେଇ ଦେଲେ ସଙ୍କେତ! April 30, 2024 Nirvay କେନ୍ଦୁଝର; ଘସିପୁରା ବିଧାନସଭା ଆସନରୁ ଲଢ଼ିପାରନ୍ତି ସୌମ୍ୟ ରଞ୍ଜନ ପଟ୍ଟନାୟକ । ଆଜି ଏନେଇ ପାଟି ଖୋଲିଛନ୍ତି ଖଣ୍ଡପଡ଼ା ବିଧାୟକ ସୌମ୍ୟ ପଟ୍ଟନାୟକ ଶହ ଶହ ସମଥର୍କଙ୍କ ସହ ଆସି ଆଜି ମା’ ତାରିଣୀଙ୍କ ଦର୍ଶନ ଅବସରରେ ଗଣମାଧ୍ୟମକୁ ଏମିତି ସୂଚନା…
ରାଜନୀତି ରାଜ୍ୟ ଅପରାଧୀଙ୍କୁ ସୁରକ୍ଷା ଦେଉଛି ବିଜେଡି! April 30, 2024 Nirvay ନବୀନ ସରକାର ୨୫ବର୍ଷ ଶାସନ କରିବା ପରେ ମଧ୍ୟ ଅପରାଧ ନିୟନ୍ତ୍ରଣ କରିବାରେ ବିଫଳ ହୋଇଛନ୍ତି। ରାଜ୍ୟରେ ପ୍ରତ୍ୟେକ ଦିନ ଅପରାଧ ବଢିବା ସହ ନୂଆ ନୂଆ ଢ଼ଙ୍ଗ ଆପଣାଇ ଅପରାଧ ଘଟାଉଛନ୍ତି ଅପରାଧୀ। ଓଡ଼ିଶାରେ ଅପରାଧ କରି ଜେଇ, ତହସିଲଦାର,…
ରାଜନୀତି ରାଜ୍ୟ ନାମାଙ୍କନ ଦାଖଲ କଲେ ନବୀନ ପଟ୍ଟନାୟକ April 30, 2024 Nirvay ଛତ୍ରପୁର; ଆଜି ଷଷ୍ଠ ଥର ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିଜ ପାରମ୍ପରିକ ହିଞ୍ଜିଳି ବିଧାନସଭା ଆସନରୁ ସେ ନାମାଙ୍କନପତ୍ର ଦାଖଲ କରିଛନ୍ତି । ନାମାଙ୍କନ ଦାଖଲ ପୂର୍ବରୁ ଗଞ୍ଜାମରେ ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ…
ରାଜନୀତି ରାଜ୍ୟ ଓଡ଼ିଆ ଅସ୍ମିତା କଥା କହି ଭୋଟ ମାଗିଲେ ଧର୍ମେନ୍ଦ୍ର ପ୍ରଧାନ April 29, 2024 Nirvay ଆଠମଲ୍ଲିକ ନିର୍ବାଚନମଣ୍ଡଳୀରେ ଆୟୋଜିତ ‘ପରିବର୍ତ୍ତନ ସମାବେଶ’ରେ ଯୋଗଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।ଓଡ଼ିଆ ଅସ୍ମିତା, ଓଡ଼ିଆ ଭାଷା ଏବେ ସଂକଟରେ ଅଛି ବୋଲି କହିଲେ ପ୍ରଧାନ । ସେ କହିଛନ୍ତି ଯେ ଆମେ ସମସ୍ତେ ଯୋଡି ଫୁଲରେ ଭୋଟ ଦେଇ ଓଡ଼ିଆ…
ରାଜନୀତି ରାଜ୍ୟ ରାୟଗଡ଼ା ଆସିବେ ରାହୁଲ ଗାନ୍ଧୀ April 29, 2024 Nirvay ଆସନ୍ତା ୩ ମେ ରେ ରାୟଗଡ଼ା ଆସିବେ ରାହୁଲ ଗାନ୍ଧୀ। ସୂଚନା ଅନୁଯାୟୀ ରାୟଗଡ଼ାରେ ଏକ ଜନସଭାରେ ସାମିଲ ହେବେ। ରାଜ୍ୟ କଂଗ୍ରେସ ପ୍ରଭାରୀ ଓ ପ୍ରଚାର କମିଟି ଅଧ୍ୟକ୍ଷଙ୍କ ସୂଚନା ତାଙ୍କ ସହ ଆସିବେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡି।ଏହା…
ରାଜନୀତି ରାଜ୍ୟ ବିଶାଳ ଶୋଭାଯାତ୍ରାରେ ପ୍ରାର୍ଥୀପତ୍ର ଦାଖଲ କଲେ ଦିଲ୍ଲୀପ ରାୟ April 29, 2024 Nirvay ରାଉରକେଲା: ହଜାର ହଜାର ଶୁଭେଛୁ ଓ ସମର୍ଥକଙ୍କ ଗହଣରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଓ ବିଜେପିର ରାଉରକେଲା ବିଧାୟକ ପ୍ରାର୍ଥୀ ଦିଲ୍ଲୀପ ରାୟ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ରାଉରକେଲାରୁ ଦିଲ୍ଲୀପ ୧୯୮୫ ଓ ୧୯୯୦ ମସିହାରେ ବିଧାୟକ ରୂପେ ନିର୍ବାଚିତ…
ରାଜନୀତି ରାଜ୍ୟ ହଜାର ହଜାର ସମର୍ଥକଙ୍କ ସହ ସମ୍ବିତ ପାତ୍ରଙ୍କ ରୋଡ ଶୋ April 29, 2024 Nirvay ପୁରୀରେ ସମ୍ବିତ ପାତ୍ରଙ୍କ ଶକ୍ତି ପ୍ରଦର୍ଶନ । ନାମାଙ୍କନ ଦାଖଲ କରିବାକୁ ସମର୍ଥକଙ୍କ ସହ ଯାଇଛନ୍ତି ପୁରୀ ବିଜେପି ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର । ହଜାର ହଜାର ସମର୍ଥକଙ୍କ ସହ ରୋଡ୍ ଶୋ’ କରି ନାମାଙ୍କନ ଦାଖଲ କରିବାକୁ ଯାଉଛନ୍ତି…
ରାଜନୀତି ରାଜ୍ୟ ଏଥର ଓଡ଼ିଶା ନିର୍ବାଚନରେ ‘ଓଡ଼ିଆ ଅସ୍ମିତା’ ହେବ ମୁଖ୍ୟ ପ୍ରସଙ୍ଗ April 29, 2024 Nirvay ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜ୍ୟ ରାଜନୀତି ସେତିକି ସରଗରମ ହେବାରେ ଲାଗିଛି। ଓଡ଼ିଶାର ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପ୍ରାୟ ପ୍ରାର୍ଥୀ ଘୋଷଣା କରି ସାରିଥିବା ବେଳେ ଷ୍ଟାର ପ୍ରଚାରକ ଲିଷ୍ଟ ଘୋଷଣା କରି ସାରିଛନ୍ତି।…