Category: ରାଜନୀତି

ପଦ୍ମ ଧରିଲେ ପୂର୍ବତନ ସାଂସଦ ପ୍ରଭାସ ସିଂ

ଆଜି ପଦ୍ମ ଧରିଲେ ପ୍ରଭାସ ସିଂ । କିଛି ଦିନ ତଳେ ବିଜେଡିରୁ ଇସ୍ତଫା ଦେଇଥିଲେ ବରଗଡ଼ର ପୂର୍ବତନ ସାଂସଦ । ନୂଆଦିଲ୍ଲୀ ବିଜେପି ମୁଖ୍ୟାଳୟରେ କେନ୍ଦ୍ରୀୟ ନେତାଙ୍କ ଉପସ୍ଥିତିରେ ଯୋଗ ଦେଇଛନ୍ତି ପ୍ରଭାସ ସିଂ । ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ…

ଏପ୍ରିଲ ୨୧ରେ ରାଜ୍ୟ ବିଜେପିର ଚାର୍ଜସିଟ

ମେ’ ପ୍ରଥମ ସପ୍ତାହରେ ରାଜ୍ୟ ବିଜେପିର ଆସିବ ସଂକଳ୍ପ ପତ୍ର।ଏନେଇ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସୂଚନା ଦେଇଛନ୍ତି। ସେ ଆହୁରି କହିଛନ୍ତି ଯେ ଆସନ୍ତା ୨୧ରେ ରାଜ୍ୟ ସରକାରଙ୍କ ବିରୋଧରେ ଚାର୍ଜସିଟ୍ ଆଣିବ ଦଳ। କେନ୍ଦ୍ରୀୟ ନେତାଙ୍କ ଉପସ୍ଥିତିରେ ବିଜେପି…

ବିଜେପିରେ ଯୋଗ ଦେଲେ କାର-ଖାନା ଯାଆ ଯୋଡ଼ି

ରାଜଧାନୀ ଭୁବନେଶ୍ୱରରେ କାର୍‌ରେ ଖାଦ୍ୟ ବିକି ଚର୍ଚ୍ଚାକୁ ଆସିଥିବା ଦୁଇ ଯାଆ ଇଞ୍ଜିନିଅର ନେହା ପାଣିଗ୍ରାହୀ ଏବଂ ରଶ୍ମିତା ଦାଶ ସୋମବାର ବିଜେପିରେ ଯୋଗ ଦେଇଛନ୍ତି। ବିଜେପିରର ମିଶ୍ରଣ ପର୍ବରେ ଏହି ଦୁଇ ଯା’ BJPର ସଦସ୍ୟତା ହାସଲ କରିଛନ୍ତି। ଏହି…

ପଦ୍ମ ଧରିଲେ ଜ୍ୟୋତି ପାଣିଗ୍ରାହୀ

ବିଜେପିରେ ମିଶିଲେ ପୂର୍ବତନ ମହିଳା କମିଶନ ଅଧ୍ୟକ୍ଷା ଜ୍ୟୋତି ପାଣିଗ୍ରାହୀ । ବିଜେଡିରୁ ଟିକେଟ୍ ନମିଳିବା ପରେ ସେ କିଛି ଦିନ ତଳେ ବିଜେଡିରୁ ଇସ୍ତଫା ଦେଇଥିଲେ । ଜ୍ୟୋତି ପାଣିଗ୍ରାହୀଙ୍କ ସହ ତାଙ୍କ ସ୍ୱାମୀ ବଲାଙ୍ଗୀରର ବରିଷ୍ଠ ଆଇନଜୀବୀ ସରୋଜ…

ନିସର୍ତ୍ତ ସମର୍ଥନ ଦେଇ ମୋଦୀ ସରକାରଙ୍କଠୁ କ’ଣ ଆଣିଲେ ନବୀନ?

ବିଜୁ ଜନତା ଦଳ ଇସ୍ତାହାର କମିଟିର ପ୍ରଥମ ବୈଠକ ବସିସାରିଛି । ଭାଜପା ରବିବାର ଦିନ ପବିତ୍ର ବିଷୁବ ସଂକ୍ରାନ୍ତିରେ ତା’ର ସଂକଳ୍ପପତ୍ର ଜାରି କରିଛି । ଏବେ ସମସ୍ତଙ୍କର ଅପେକ୍ଷା ବିଜୁ ଜନତା ଦଳ ତା’ର ନିର୍ବାଚନ ଘୋଷଣାପତ୍ରରେ କ’ଣ…

୭୫ ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା କଂଗ୍ରେସ

ଦ୍ଵିତୀୟ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କଲା କଂଗ୍ରେସ । ୭୫ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ । ଭଣ୍ଡାରୀପୋଖରୀରୁ ନିରଞ୍ଜନ ପଟ୍ଟନାୟକ, ଆନନ୍ଦପୁରରୁ ଜୟଦେବ ଜେନା, ବାଙ୍କୀ ଦେବାଶିଷ ପଟ୍ଟନାକ ଓ ବେଗୁନିଆରୁ ପୃଥୀବଲ୍ଲଭ ପଟ୍ଟନାୟକଙ୍କୁ…

ବିଜେପି ବିରୋଧରେ ସିଇଓଙ୍କ ପାଖରେ ଫେରାଦ ହେଲା ବିଜେଡି

ଭୁବନେଶ୍ୱର: ଆଶା ଦିଦି, ଅଙ୍ଗନୱାଡି କର୍ମୀଙ୍କୁ ବିଜେପି ଅପମାନିତ ଓ ଧମକାଉଛି। ବିଜେପି କର୍ମୀ ବାରମ୍ବାର ସରକାରୀ କର୍ମୀଙ୍କୁ ଧମକାଉଛନ୍ତି। ଓଡ଼ିଶା ବିଜେପିର କିଛି ନେତା ସରକାରୀ କର୍ମଚାରୀଙ୍କୁ ଧମକାଉଛନ୍ତି। ବିଜେପି ନେତା ପ୍ରଶାନ୍ତ ଜଗଦ୍ଦେବ ଓ ପ୍ରଦୀପ ପାଣିଗ୍ରାହୀ ସରକାରୀ…

ଆସିଲା ବିଜେପିର ସଂକଳ୍ପ ପତ୍ର; ୭୦ ବର୍ଷରୁ ଊର୍ଦ୍ଧ୍ୱ ବରିଷ୍ଠଙ୍କୁ ଆୟୁଷ୍ମାନ ଯୋଜନାରେ ସାମିଲ

ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଏହା ପୂର୍ବରୁ ଆଜି ଜାରି ହୋଇଛି ବିଜେପିର ସଂକଳ୍ପ ପତ୍ର । ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ସଂକଳ୍ପ ପତ୍ର ଉନ୍ମୋଚନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ‘ମୋଦି କୀ ଗ୍ୟାରେଣ୍ଟି ୨୦୨୪’ ନାଁରେ…

କଟକ-ବାରବାଟୀରେ ଭାଜପା କେଁ

ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଏକଦା କହିଥିଲେ ଯେ, ଫୁଟବଲ ଖେଳରେ ଶେଷ ୫ ମିନିଟରେ ବହୁତ କିଛି ଘଟିଯାଇପାରେ । କିନ୍ତୁ ଯେତେବେଳେ ଆତ୍ମଘାତୀ ଗୋଲ ଦେବାକୁ କୌଣସି ଦଳର ବରିଷ୍ଠ ଖେଳାଳି ସୁଯୋଗ ଉନ୍ଦୁଥିବେ ସେତେବେଳେ ସେହି…

କଂଗ୍ରେସର ୯ ଲୋକସଭା ପ୍ରାର୍ଥୀଙ୍କ ତାଲିକା ପ୍ରକାଶ

ଭୁବନେଶ୍ୱର: ଆସନ୍ତା ନିର୍ବାଚନ ପାଇଁ ଓଡ଼ିଶା କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି । ଆଉ ୯ଟି ଲୋକସଭା ପ୍ରାର୍ଥୀଙ୍କ ନାମରେ ମୋହର ମାରିଛି ରାଜ୍ୟ କଂଗ୍ରେସ । ଏହି ତାଲିକାରେ ବାଲେଶ୍ୱରରୁ ଶ୍ରୀକାନ୍ତ ଜେନାଙ୍କୁ ପ୍ରାର୍ଥୀ ଭାବରେ କଂଗ୍ରେସ ଦାୟିତ୍ୱ ଦେଇଛି…