Category: ଦେଶ

Rajya Sabha Oath Taking Ceremony: ଜାଣନ୍ତୁ କେବେ ନେବେ ଶପଥ ନୂଆ ରାଜ୍ୟସଭା ସାଂସଦ

ଆସନ୍ତା ୬ ତାରିଖରେ ରାଜ୍ୟସଭା ସାଂସଦ ଭାବେ ମନମୋହନ ସାମଲ, ସଂତୃପ୍ତ ମିଶ୍ର ଓ ଦିଲ୍ଲୀପ ରାୟ ଶପଥ ନେବେ । ତେବେ ସୁଜିତ କୁମାର ଆସାମ ବିଧାନସଭା ନିର୍ବାଚନ ପ୍ରଚାରରେ ବ୍ୟସ୍ତ ରହିଥିବାରୁ ଅପ୍ରେଲ ୧୬ ତାରିଖରେ ଶପଥ ଗ୍ରହଣ…

Palasa–Ichapuram Section Shifted: ଦକ୍ଷିଣ ତଟ ରେଲୱେ ଜୋନ୍ ଅଧୀନକୁ ଗଲା ପଲାସା-ଇଚ୍ଛାପୁରମ

ରେଳ ମନ୍ତ୍ରଣାଳୟ ଗୁରୁବାର ଦିନ ପ୍ରସ୍ତାବିତ ଦକ୍ଷିଣ ତଟ ରେଳପଥ (SCoR) ଜୋନର କ୍ଷେତ୍ରାଧିକାରକୁ ସଂଶୋଧନ କରି ଏକ ନୂତନ ନିର୍ଦ୍ଦେଶନାମା ଜାରି କରିଛି, ଯାହା ଦ୍ୱାରା ଓଡ଼ିଶାର ଏକ ପ୍ରମୁଖ ରେଳ ବିଭାଗକୁ ଏହାର ପରିସରଭୁକ୍ତ କରାଯାଇଛି । ରେଳ…

Hormuz Crisis: ହର୍ମୁଜ ବୈଠକରେ ସାମିଲ୍ ହେବ ଭାରତ

ହର୍ମୁଜ ପ୍ରଣାଳୀ ସଂପର୍କିତ ଗୁରୁତ୍ବପୂର୍ଣ୍ଣ ବୈଠକ ହେବାକୁ ଯାଉଛି । ଏହି ୩୫ ରାଷ୍ଟ୍ରକୁ ନେଇ ହେବାକୁ ଥିବା ବୈଠକରେ ସାମିଲ୍ ହେବ ଭାରତ। ଭାରତକୁ ନିମନ୍ତ୍ରଣ ଆସିଥିବା ନେଇ ସ୍ପଷ୍ଟ କଲେ MEA ମୁଖପାତ୍ର ଜୟସ୍ବାଲ୍ । ଭାରତ ପକ୍ଷରୁ…

AAP Removes Raghav Chadha: ରାଘବ ଚଢ଼ାଙ୍କୁ ଦଳର ରାଜ୍ୟସଭା ଉପନେତା ପଦରୁ ହଟାଇଲା ଆପ୍‌

ବରିଷ୍ଠ ରାଜନେତା ରାଘବ ଚଢ଼ାଙ୍କୁ ଆମ ଆଦମୀ ପାର୍ଟି, ଦଳର ରାଜ୍ୟସଭା ଉପନେତା ପଦରୁ ହଟାଇ ଦେଇଛି । ଆପ, ରାଜ୍ୟସଭା ସଚିବାଳୟକୁ ଚିଠି ଲେଖି ରାଘବ ଚଢ଼ାଙ୍କୁ ରାଜ୍ୟସଭାରେ ଦଳର ଉପନେତା ପଦରୁ ବହିଷ୍କାର କରିବାକୁ ଅନୁରୋଧ କରିଛି ।…

Petrochemical Product: ପେଟ୍ରୋକେମିକାଲ୍ ସାମଗ୍ରୀରେ ସମ୍ପୂର୍ଣ୍ଣ ସୀମା ଶୁଳ୍କ ଛାଡ଼

ପେଟ୍ରୋକେମିକାଲ୍ ଉତ୍ପାଦଗୁଡ଼ିକ ଉପରେ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି । ଜୁନ୍ ୩୦ ପର୍ଯ୍ୟନ୍ତ ସମସ୍ତ ଉତ୍ପାଦ ଉପରେ ସମ୍ପୂର୍ଣ୍ଣ ସୀମା ଶୁଳ୍କ ଛାଡ଼ । ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ ଉପୁଜିଥିବା ସମସ୍ୟାକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନେଇଛନ୍ତି ସରକାର ।…

Women’s Reservation Bill: ଏପ୍ରିଲରେ ହେବ ମହିଳା ସଂରକ୍ଷଣ ବିଲ୍‌ ପାଇଁ ସ୍ବତନ୍ତ୍ର ଅଧିବେଶନ

ମହିଳାଙ୍କ ପାଇଁ ସରକାରଙ୍କ ବଡ଼ ପଦକ୍ଷେପ । ଏପ୍ରିଲରେ ହେବ ସଂସଦର ସ୍ବତନ୍ତ୍ର ଅଧିବେଶନ । ମହିଳା ସଂରକ୍ଷଣ ବିଲ୍‌ ପାଇଁ ସ୍ବତନ୍ତ୍ର ଅଧିବେଶନ ହେବାକୁ ଯାଉଛି । ବିଲ୍‌କୁ ନେଇ ବିଭିନ୍ନ ଦିଗ ଉପରେ ଆଲୋଚନା ହେବ । ବିଲ୍‌…

E20 Ethanol Mandate in India: ସବୁ ପେଟ୍ରୋଲ ପମ୍ପରେ ଇଥାନଲ ମିଶା ପେଟ୍ରୋଲ ବିକ୍ରି ବାଧ୍ୟତାମୂଳକ

ପ୍ରଦୂଷଣ ହ୍ରାସ କରିବା ଓ ତୈଳ ଆମଦାନୀ ଉପରେ ନିର୍ଭରଶୀଳତା ହ୍ରାସ କରିବା ପାଇଁ କେନ୍ଦ୍ର ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି । ସାରା ଦେଶରେ ଆଜି, ୧ ଏପ୍ରିଲ୍, ୨୦୨୫ ଠାରୁ, ଦେଶବ୍ୟାପୀ ପେଟ୍ରୋଲ୍ ପମ୍ପଗୁଡ଼ିକୁ ୨୦ ପ୍ରତିଶତ…

Census 2027 Begins Today: ଆଜିଠୁ ଦେଶରେ ଆରମ୍ଭ ହୋଇଛି ଜନଗଣନା-୨୦୨୭

ଆଜିଠୁ ଦେଶରେ ୨୦୨୭ ଜନଗଣନାର ପ୍ରଥମ ପର୍ଯ୍ୟାୟ ଆରମ୍ଭ ହୋଇଛି । ଦେଶର ପ୍ରଥମ ନାଗରିକ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭବନରେ ଭାରତ ସରକାରଙ୍କ ସ୍ୱୟଂ-ଗଣନାରେ ସାମିଲ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତଥା ଓଡିଶା ରାଜ୍ୟପାଳ ଡକ୍ଟର…

PM Modi CCS Meeting: ମଧ୍ୟପ୍ରାଚ୍ୟ ଯୁଦ୍ଧ ଭିତରେ ଆଜି ସଂଧ୍ୟା ୭ଟାରେ ବସିବ CCS ବୈଠକ

ମଧ୍ୟପ୍ରାଚ୍ୟ ଯୁଦ୍ଧ ଭିତରେ ଆଜି ପୁଣି ବସିବ କ୍ୟାବିନେଟ୍ କମିଟି ଅନ୍ ସିକ୍ୟୁରିଟି(ସିସିଏସ୍) ବୈଠକ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ସଂଧ୍ୟା ୭ଟାରେ ବସିବ ସିସିଏସ୍ ବୈଠକ । ଏହି ବୈଠକରେ ଯୁଦ୍ଧ ଯୋଗୁଁ ଦେଶ ଏବଂ ଦୁନିଆରେ ସୃଷ୍ଟି…

Nishikant Apologises For Remarks on Biju Patnaik: ବିଜୁଙ୍କ ଉପରେ ମନ୍ତବ୍ୟ ପାଇଁ କ୍ଷମା ପ୍ରାର୍ଥନା କଲେ ସାଂସଦ ନିଶିକାନ୍ତ ଦୁବେ

ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ ଓଡ଼ିଶାର କୋଣ ଅନୁକୋଣରୁ ବିରୋଧ ଏବଂ ଦିଲ୍ଲୀ ଦରବାରରେ ଏହାର କମ୍ପନ ପରେ ବିଜେପି ସାଂସଦ ନିଶିକାନ୍ତ ଶେଷରେ କ୍ଷମା ପ୍ରାର୍ଥନା କରିଛନ୍ତି । ବିଜେପି ସାଂସଦ ନିଶିକାନ୍ତ ଦୁବେ ତାଙ୍କର ସାମ୍ପ୍ରତିକ ମନ୍ତବ୍ୟ…