Category: ଦେଶ

Sanchar Saathi App: ସବୁ ମୋବାଇଲରେ ରହିବ ସାଇବର୍ ସୁରକ୍ଷା ଆପ୍ ‘ସଂଚାର ସାଥୀ’

ପ୍ରତ୍ୟେକ ନୂଆ ସ୍ମାର୍ଟଫୋନରେ ସାଇବର ସୁରକ୍ଷା ଆପ୍ ‘ସଂଚାର ସାଥୀ’ ପ୍ରି ଇନଷ୍ଟଲ୍ କରାଯିବ ବାଧ୍ୟତାମୂଳକ । ଭାରତରେ ମୋବାଇଲ ସୁରକ୍ଷାକୁ ସୁଦୃଢ଼ କରିବା ଏବଂ ଅନଲାଇନ୍ ଠକେଇକୁ ରୋକିବା ପାଇଁ, ଦୂରସଂଚାର ବିଭାଗ ଏହି ନିର୍ଦ୍ଦେଶ ଜାରି କରିଛି। ଏହି…

India-SA Barabati T20I: କିଛି ସମୟ ଭିତରେ ସରିଗଲା ବାରବାଟୀ ଅନଲାଇନ୍ ଟିକେଟ୍; ଫ୍ୟାନ୍ ନିରାଶ

ଡିସେମ୍ବର ୯ ତାରିଖରେ ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବାକୁଥିବା ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ ପାଇଁ ଆଜି ଅନଲାଇନ୍‌ ଟିକେଟ୍‌ ବିକ୍ରି ଆରମ୍ଭ ହୋଇଥିଲା ତେବେ ସାଇଟ୍ ଖୋଲିବାର ମାତ୍ର କିଛି ସମୟ ଭିତରେ ସବୁ ଟିକେଟ୍…

Blind Women’s T20 Cricket World Cup: ଓଡ଼ିଶା ସରକାରଙ୍କ ଦ୍ୱାରା ମହିଳା ଦୃଷ୍ଟିବାଧିତ T20 ବିଶ୍ୱକପର ଓଡ଼ିଶା ଖେଳାଳିଙ୍କୁ ସମ୍ବର୍ଦ୍ଧିତ

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି ମହିଳା ଦୃଷ୍ଟିବାଧିତ T20 ବିଶ୍ୱକପ୍ ୨୦୨୫ର ବିଜୟୀ ଭାରତୀୟ ଦଳରେ ସାମିଲ ଥିବା ଓଡ଼ିଶାର ୪ ଜଣ ବିଶ୍ୱ ଚାମ୍ପିଅନମାନଙ୍କୁ ନିଜ ବାସଭବନ ଠାରେ ଅଭିନନ୍ଦନ ଜଣାଇବା ସହିତ ସମ୍ବର୍ଦ୍ଧିତ କରିଥିଲେ । ଫୁଲ ସୋରେନ,…

Winter Session: ସଂସଦର ଶୀତ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ; ସଂସଦ ଡ୍ରାମା ନାରାବାଜୀର ସ୍ଥାନ ନୁହେଁ- ମୋଦି

ସଂସଦର ଶୀତ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ବୋଧନ। ପରାଜୟର ନିରାଶାରୁ ବିରୋଧୀଙ୍କୁ ବାହାରିବାକୁ ଅପିଲ୍ କଲେ ମୋଦି। ବିରୋଧୀ ଦଳକୁ ଟାର୍ଗେଟ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି କିଛି ବିରୋଧୀ ଦଳ ସେମାନଙ୍କ ପରାଜୟକୁ ହଜମ କରିପାରୁନାହାନ୍ତି ।…

Cyclone Ditwah: ଆଜି ମଧ୍ୟାହ୍ନରୁ ସନ୍ଧ୍ୟା ସୁଦ୍ଧା ଲାଣ୍ଡଫଲ୍ କରିବ ବାତ୍ୟା ‘ଡିଟୱା’

ଆଜି ମଧ୍ୟାହ୍ନରୁ ସନ୍ଧ୍ୟା ସୁଦ୍ଧା ଲାଣ୍ଡଫଲ୍ କରିବ ବାତ୍ୟା ‘ଡିଟୱା’ । ସାମୁଦ୍ରିକ ଘୂର୍ଣ୍ଣିଝଡ଼ ‘ଡିଟୱା’ ଶ୍ରୀଲଙ୍କାରେ ତାଣ୍ଡବ ରଚିଛି ଏବଂ ବର୍ତ୍ତମାନ ଭାରତର ଦକ୍ଷିଣ ଉପକୂଳ ଆଡକୁ ଗତି କରୁଛି । ଯାହା ଫଳରେ ତାମିଲନାଡୁ-ପୁଡୁଚେରୀ ଉପକୂଳ ମଧ୍ୟରେ ସ୍ଥଳଭାଗ…

Election Commission Of India: ବୁଥ୍ ସ୍ତରୀୟ ଅଫିସରଙ୍କ ପାରିଶ୍ରମିକକୁ ଦୁଇଗୁଣ କଲେ ନିର୍ବାଚନ କମିଶନ

ଭୋଟର ତାଲିକା ପ୍ରସ୍ତୁତ କରିବାରେ ନିୟୋଜିତ ବୁଥ୍ ସ୍ତରୀୟ ଅଧିକାରୀ (BLO) ଏବଂ ସୁପରାଭାଇଜରଙ୍କ ପାରିଶ୍ରମିକ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି ନିର୍ବାଚନ କମିଶନ । ବିଜ୍ଞପ୍ତି ଅନୁଯାୟୀ ବୁଥ୍ ସ୍ତରୀୟ ଅଫିସର ମାନଙ୍କର ବାର୍ଷିକ ଦରମା ୬୦୦୦ ଟଙ୍କାରୁ ୧୨,୦୦୦…

Sleeper Bus Safety Norms: ନିୟମ ଉଲ୍ଲଂଘନ କରୁଥିବା ସ୍ଲିପର କୋଚ୍ ବସ୍ ହଟାଇବାକୁ ଏନ୍‌ଏଚ୍‌ଆର୍‌ସିର ନିର୍ଦ୍ଦେଶ

କୁର୍ଣ୍ଣୁଲରେ ଚଳନ୍ତା ବସ୍‌ରେ ଅଗ୍ନିକାଣ୍ଡ ଘଟି ଯାତ୍ରୀଙ୍କ ଜୀବନ ଯିବା ଘଟଣାକୁ ଗୁରୁତର ନେଇଛି ଜାତୀୟ ମାନବାଧିକାର ଆୟୋଗ (ଏନ୍‌ଏଚ୍‌ଆର୍‌ସି) । ନିୟମ ଉଲ୍ଲଂଘନ କରୁଥିବା ସ୍ଲିପର କୋଚ୍ ବସ୍ ହଟାଇବାକୁ ଏନ୍‌ଏଚ୍‌ଆର୍‌ସି ନିର୍ଦ୍ଦେଶ ଦେଇଛନ୍ତି । ଭାରତୀୟ ଜାତୀୟ ମାନବାଧିକାର…

Flight Disruption Globally: ସାରା ବିଶ୍ୱରେ ବିମାନ ସେବା ପ୍ରଭାବିତ; ଡିଜିସିଏ ପକ୍ଷରୁ ବାଧ୍ୟତାମୂଳକ ସୁରକ୍ଷା ନିର୍ଦ୍ଦେଶ ଜାରି

ଶନିବାର ଦିନ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (DGCA) ଏୟାରବସ୍ A318, A319, A320 ଏବଂ A321 ବିମାନ ପାଇଁ ଏକ ବାଧ୍ୟତାମୂଳକ ସୁରକ୍ଷା ନିର୍ଦ୍ଦେଶ ଜାରି କରିଛି, ଯେଉଁଥିରେ ପ୍ରଭାବିତ ବିମାନଗୁଡ଼ିକୁ ପରିଚାଳନା କରିବା ପୂର୍ବରୁ ନିର୍ଦ୍ଦିଷ୍ଟ ଯାଞ୍ଚ ଏବଂ…

Bronze Statue Of Lord Ram: ଗୋଆରେ ପ୍ରଭୁ ଶ୍ରୀରାମଙ୍କ ସବୁଠୁ ଉଚ୍ଚ ବ୍ରୋଞ୍ଜ ପ୍ରତିମୂର୍ତ୍ତି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଗୋଆ ଗୋକର୍ଣ୍ଣ ଜୀବୋତ୍ତମ ମଠର ୫୫୦ ବର୍ଷ ପୂର୍ତ୍ତି ଅବସରରେ ଭଗବାନ ଶ୍ରୀରାମଙ୍କ ଏକ ୭୭ ଫୁଟ ଉଚ୍ଚତା ବିଶିଷ୍ଟ ବ୍ରୋଞ୍ଜ ପ୍ରତିମା ଉନ୍ମୋଚନ କରିଛନ୍ତି । ଗୋଆରେ ସ୍ଥାପିତ ଭଗବାନ ରାମଙ୍କ ସବୁଠାରୁ ଉଚ୍ଚ…

Shubhankar Mishra Controversy: ଶ୍ରୀମନ୍ଦିର ପ୍ରସଙ୍ଗରେ ସୋସିଆଲ ମିଡିଆ ଇନଫ୍ଲୁଏନସର୍ ଶୁଭଙ୍କର ମିଶ୍ରଙ୍କ ଟିପ୍ପଣୀକୁ ନେଇ ଚର୍ଚ୍ଚା

ଶ୍ରୀମନ୍ଦିର ପ୍ରସଙ୍ଗରେ ଜଣାଶୁଣା ସୋସିଆଲ ମିଡିଆ ଇନଫ୍ଲୁଏନସର୍ ଶୁଭଙ୍କର ମିଶ୍ରଙ୍କ ବିବାଦୀୟ ଟିପ୍ପଣୀକୁ ନେଇ ସବୁ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ବିବାହ ପୂର୍ବରୁ ପ୍ରେମୀ ଯୁଗଳ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଲେ ସେମାନଙ୍କ ପ୍ରେମ କେବେବି ସଫଳ…