ଦେଶ ‘ପାକିସ୍ତାନକୁ ସମ୍ମାନ ଦିଅ’ ମନ୍ତବ୍ୟ ଦେଇ ବିବାଦରେ ମଣିଶଙ୍କର ଆୟାର May 10, 2024 Nirvay ନୂଆଦିଲ୍ଲୀ ; କଂଗ୍ରେସର ପିଛା ଛାଡ଼ୁନି ବିବାଦ । କିଛିଦିନ ତଳେ ବରିଷ୍ଠ କଂଗ୍ରେସ ନେତା ସାମ ପିଟ୍ରୋଡା ବିବାଦୀୟ ବୟାନ ଦେଇ ଇସ୍ତଫା ଦେବା ପରେ ଏବେ ଦଳର ବରିଷ୍ଠ ନେତା ମଣିଶଙ୍କର ଆୟାରଙ୍କ ଏକ ବୟାନକୁ ନେଇ ବିବାଦ…
ଦେଶ କେଜ୍ରିୱାଲଙ୍କୁ ମିଳିଲା ଜୁନ୍ ୧ ପର୍ଯ୍ୟନ୍ତ ଜାମିନ May 10, 2024 Nirvay ନୂଆଦିଲ୍ଲୀ :ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କୁ ଅରବିନ୍ଦ କେଜ୍ରିୱାଲଙ୍କ ପାଇଁ ଏକ ଖୁସି ଖବର ଆସିଛି । ସୁପ୍ରିମକୋର୍ଟ ଆଜି କେଜ୍ରିୱାଲଙ୍କୁ ଜୁନ୍ ୧ ପର୍ଯ୍ୟନ୍ତ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଛନ୍ତି। ଲୋକସଭା ନିର୍ବାଚନ…
ଦେଶ ଆଜିଠୁ ଖୋଲିଲା କେଦାରନାଥ ମନ୍ଦିର: ହର ହର ମହାଦେବ ଧ୍ୱନିରେ କମ୍ପିଲା ଗଗନ ପବନ May 10, 2024 Nirvay ଉତ୍ତରାଖଣ୍ଡ ; ଦୀର୍ଘଦିନର ଅପେକ୍ଷାର ଅନ୍ତ ଘଟିଲା , ଭକ୍ତ ଓ ଭଗବାନଙ୍କ ମିଳନ ହେଲା । ଆଜିଠୁ ଖୋଲିଲା ବିଶ୍ୱପ୍ରସିଦ୍ଧ କେଦାରନାଥ ମନ୍ଦିରର ଦ୍ୱାର । ହଜାର ହଜାର ଭକ୍ତଙ୍କ ଜୟ ଜୟକାର ମଧ୍ୟରେ ସକାଳ ୬ଟାରେ ମନ୍ଦିରର କବାଟ…
ଦେଶ ରାଜନୀତି ରାଜ୍ୟ ଆଜି ରାଜଧାନୀରେ ମୋଦିଙ୍କ ରୋଡ ସୋ,ସୁରକ୍ଷା ବ୍ୟବସ୍ଥା କଡାକଡି May 10, 2024 Nirvay ଆଜି ପୁଣି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।ଭୁବନେଶ୍ୱରରେ କରିବେ ରୋଡ ସୋ। ଏଥି ପାଇଁ ମାଷ୍ଟରକ୍ୟାଣ୍ଟିନ୍ ଠାରୁ ବାଣୀ ବିହାର ଯାଏଁ ରାସ୍ତା ସିଲ୍ ରହିବ। ଆଜି ଅପରାହ୍ନ ୨ଟାରୁ ରୋଡ୍ ସୋ’ ସରିବା ଯାଏଁ ଗାଡ଼ି ଚଳାଚଳ…
ଦେଶ ରାଜନୀତି ପଦ୍ମଶ୍ରୀ ଉପାଧିରେ ବିଭୂଷିତ ଦୁଇ ଓଡ଼ିଆ ପ୍ରତିଭା May 9, 2024 Nirvay ନୂଆଦିଲ୍ଲୀ: ପଦ୍ମଶ୍ରୀ ସମ୍ମାନରେ ସମ୍ମନିତ ହୋଇଛନ୍ତି ଓଡ଼ିଶାର ଦୁଇ ପୁଅ । ଲୋକକଳା ‘ଶଦ୍ଦ ନୃତ୍ୟ’ର ବିଶିଷ୍ଟ କଳାକାର ଭାଗବତ ପ୍ରଧାନ ଓ ଖୋର୍ଦ୍ଧାର ପଟ୍ଟଚିତ୍ର କଳାକାର ବିନୋଦ ମହାରଣାଙ୍କୁ ମିଳିଛି ପଦ୍ମଶ୍ରୀ ପୁରସ୍କାର । ଗୁରୁବାର ସେ ରାଷ୍ଟ୍ରପତି ଦ୍ରୌପଦୀ…
ଦେଶ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ :୮ ମୃତ May 9, 2024 Nirvay ତାମିଲନାଡୁ; ତାମିଲନାଡୁର ଶିବକାଶୀରେ ଥିବା ଏକ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣରେ ୫ ଜଣ ମହିଳାଙ୍କ ସମେତ ୮ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଏହାଛଡ଼ା ଆଉ ୧୨ ଜଣ ଗୁରୁତରଭାବେ ପୋଡ଼ିଯାଇଥିବା ଜଣାଯାଇଛି । ସେମାନଙ୍କ…
ଦେଶ ରାଜନୀତି ରାଜ୍ୟ କୃଷ୍ଣପ୍ରସାଦରେ ଗଡ଼କରୀଙ୍କ ବଡ ଘୋଷଣା,ଭୁବନେଶ୍ୱର ରିଂ ରୋଡ୍ କାମ ଅକ୍ଟୋବରରୁ ଆରମ୍ଭ May 9, 2024 Nirvay ପୁରୀ କୃଷ୍ଣପ୍ରସାଦରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ । କୃଷ୍ଣପ୍ରସାଦରେ ବିଶାଳ ଜନସଭାକୁ ସମ୍ବୋଧନ କରି ବଡ ଘୋଷଣା କରିଛନ୍ତି ଗଡ଼କରୀ। ରାଞ୍ଚିରୁ ସମ୍ବଲପୁର ୪ ଲେନ୍ ରାସ୍ତା ହେବ, ନିର୍ବାଚନ ପରେ କାମ ଆରମ୍ଭ ଘୋଷଣା କଲେ ଗଡ଼କରୀ।ଭୁବନେଶ୍ୱର ରିଂ…
ତାଜା ଖବର ଦେଶ ରାଜନୀତି ରାଜ୍ୟ ମୋଦୀଙ୍କ ରୋଡ ଶୋ’ ପାଇଁ ଟ୍ରାଫିକ ନିର୍ଦ୍ଦେଶନାମା ଜାରି May 9, 2024 Papirani ମୋଦୀଙ୍କ ରୋଡ ଶୋ’ ପାଇଁ ଜାରିହେଲା ଟ୍ରାଫିକ ନିର୍ଦ୍ଦେଶନାମା । ମୋଦୀଙ୍କ ରୋଡ ଶୋ’ ସମୟରେ ବନ୍ଦ ରହିବ ସମସ୍ତ ଯାନବାହାନ ଚଳାଚଳ। ଦିନ ୨ଟାଠାରୁ ଯାନବାହନ ଉପରେ କଟକଣା ଲଗାଯିବ । ୪ଟା ପରଠୁ କୌଣସି ଯାନବାହନ ଯିବା ଆସିବା…
ଦେଶ ସମୂହ ଛୁଟିର ଦିନକ ପରେ ୩୦ କର୍ମଚାରୀଙ୍କୁ ବହିଷ୍କାର କଲା ଏୟାର ଇଣ୍ଡିଆ May 9, 2024 Nirvay ୩୦୦ କର୍ମଚାରୀଙ୍କ ସମୂହ ଛୁଟିର ଦିନକ ପରେ ଆକ୍ସନ ନେଲେ ଏୟାର ଇଣ୍ଡିଆ । ଟାଟା ଗ୍ରୁପ୍ ମାଲିକାନା ଏୟାର ଇଣ୍ଡିଆ ଏକ୍ସପ୍ରେସ ଗତକାଲିର ସମସ୍ୟା ପରେ ୩୦ ଜଣ କ୍ରୁ ସଦସ୍ୟଙ୍କୁ ଚାକିରିରୁ ଛଟେଇ କରିଛି । ପୂର୍ବରୁ ନଜଣାଇ…
ଦେଶ ରାଜନୀତି ରାଜ୍ୟ ଆସାମ ମୁଖ୍ୟମନ୍ତ୍ରୀଙ୍କ ଟାର୍ଗେଟରେ ଓଡ଼ିଶା ସରକାର May 9, 2024 Nirvay ଆଜି ପ୍ରଚାରରେ ଆସି କାଲିମେଳାରେ ପହଞ୍ଚିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା। ସେଠି ସାଧାରଣ ସଭାରେ ଯୋଗଦେଇ ମୋଦି ସରକାରଙ୍କ ବିକାଶ ଯୋଜନା ବିଷୟରେ ଆଲୋକପାତ କରିବା ସହ ବିଜେଡି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଦିଲ୍ଲୀରେ ମୋଦିଙ୍କ ସରକାର ଅଛି, ପୁଣି…