Category: ତାଜା ଖବର

ଓଡ଼ିଶାକୁ ପୁଣି ଆଳୁ ରୋକିଲେ ମମତା ଦିଦି

ପୁଣି ଥରେ ଓଡ଼ିଶାକୁ ଆଳୁ ରପ୍ତାନୀ ବନ୍ଦ କରିଛି ପଶ୍ଚିମବଙ୍ଗ ସରକାର । ଅନ୍ୟ ରାଜ୍ୟକୁ ଆଳୁ ଦେବେନି ବୋଲି ସ୍ପଷ୍ଟ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଫଳରେ ପଶ୍ଚିମବଙ୍ଗ ସୀମାରେ ଶତାଧିକ ଆଳୁ ଟ୍ରକ୍ ଅଟକି ରହିଛି…

ସୋସିଆଲ ମିଡିଆରେ ଅଶ୍ଳୀଳ କଣ୍ଟେଣ୍ଟ ରୋକିବା ପାଇଁ ଦରକାର କଠୋର ଆଇନ୍ : ଅଶ୍ବିନୀ

କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ବୁଧବାର କହିଛନ୍ତି ଯେ ସୋସିଆଲ୍ ମିଡିଆରେ ଅଶ୍ଳୀଳ କଣ୍ଟେଣ୍ଟ ରୋକିବା ପାଇଁ ଦରକାର କଡ଼ା ଆଇନ୍ । ଯେଉଁ ଦେଶରୁ ଏଭଳି କଣ୍ଟେଣ୍ଟ ଅର୍ଥାତ୍ ଅଶ୍ଳୀଳ ବିଷ‌ୟବସ୍ତୁ ଆସୁଛି, ତାହା ଆମ…

ଅବାନ୍ତର ଯୁକ୍ତି ପୋଷ୍ଟ କରି ଟୋଲ୍ ହେଲେ ସୁଲତା

ଶକ୍ତି ମିଶନର ପୂର୍ବତନ ଅଧ୍ଯକ୍ଷା ସୁଜାତା ରାଉତଙ୍କର ଶକ୍ତି ହରଣ ହୋଇଥିଲା ଯେତେବେଳେ ଶଙ୍ଖ ସରକାର ଥିଲା । ଆପଣଙ୍କୁ କଥାଟି ଅଡ଼ୁଆ ଲାଗିପାରେ । କିନ୍ତୁ ସତ । ନିର୍ବାଚନ କମିଶନ ହିଁ କରିଥିଲେ ଶକ୍ତି ହରଣ। ମହିଳା ଓ…

୯୪୧ ଜଣ ଅଗ୍ନି ଯୋଦ୍ଧାଙ୍କୁ ନିଯୁକ୍ତି ଦେଲେ ରାଜ୍ୟ ସରକାର

ଆଗାମୀ ଦିନରେ ଫାୟାର ମ୍ୟାନ ପଦବୀରେ ମହିଳାଙ୍କ ନିଯୁକ୍ତି ବିଷୟକୁ ବିଚାରକୁ ନିଆଯିବ। ଏଥିପାଇଁ ଆବଶ୍ୟକୀୟ ସଂଶୋଧନ ଜରିଆରେ ପଦବୀକୁ ଫାୟାର ଫାଇଟର ବା ଅଗ୍ନିଯୋଦ୍ଧା ଭାବେ ନାମିତ କରାଯିବ। ଏହାଫଳରେ ମହିଳାମାନେ ମଧ୍ୟ ଏଥିରେ ନିଯୁକ୍ତିର ସୁଯୋଗ ପାଇ ପାରିବେ…

ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ ତାହାର ଚୂଡ଼ାନ୍ତ ନିଷ୍ପତ୍ତି ନେବେ ମୋଦି : ସିନ୍ଦେ

ମହାରାଷ୍ଟ୍ରରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ ତାହାକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଆଜି ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଏକନାଥ ସିନ୍ଦେଙ୍କ ସୂଚନା ଦେଇ କହିଛନ୍ତି ମହାୟୁତି ମେଣ୍ଟ ଯାହା ନିଷ୍ପତ୍ତି ନେବ ଶିବସେନା ସମର୍ଥନ କରିବ…

ଲିଙ୍ଗରାଜ ମନ୍ଦିର ଭିତରେ ସିଗାରେଟ୍ ଟାଣିଲେ ଯୁବକ, ଫଟୋ ହେଲା ଭାଇରାଲ

ପୁଣି ପ୍ରଭୁ ଲିଙ୍ଗରାଜ ମନ୍ଦିର ଭିତର ଫଟୋ ହେଲା ଭାଇରାଲ୍ । ଏବେ କେବଳ ଫଟୋ ଉଠେଇବା ନେହେ ମନ୍ଦିର ଭିତରେ ସିଗାରେଟ୍ ଟାଣିବାର ଦୁଃସାହସ କରିଛନ୍ତି ଯୁବକ। ଯାହାର ଏକ ଫଟୋ ଏବେ ସୋଶିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।…

ରାଜଧାନୀରେ ପିଲା ବିକ୍ରି ଅଭିଯୋଗ; ୬ ଅଭିଯୁକ୍ତ ଅଟକ

ରାଜଧାନୀ ଭୁବନେଶ୍ୱରରେ ୪ ବର୍ଷର ପିଲା ବିକ୍ରି ଅଭିଯୋଗ ।ପେଟ ପାଟଣା ପାଇଁ ଜଣେ ଦମ୍ପତ୍ତି ନିଜ ପିଲାକୁ ଅନ୍ୟ ହାତରେ ବିକ୍ରି କରିଦେଇ ଥିବା ନେଇ ଅଭିଯୋଗ ଆସିଛି । ୪୦ ହଜାର ଟଙ୍କାରେ ବିକ୍ରି କରିଥିଲେ ବାପା ମା।ଏ…

ରାସନ୍ କାର୍ଡରେ ରାଜ୍ୟରେ ୧ ଲକ୍ଷ ୭୭ ହଜାର ୬୮ ଜଣ ମୃତ ହିତାଧିକାରୀ ଚିହ୍ନଟ

ଆଜି ଗୃହରେ ବିଧାୟକ ମାନସ କୁମାର ଦତ୍ତ ରାସନ୍ କାର୍ଡ ସମ୍ପର୍କିତ ପ୍ରଶ୍ନ ପଚାରିଛନ୍ତି । ତାଙ୍କର ପ୍ରଶ୍ନ ଇ-କେୱାଇସି ପ୍ରକ୍ରିୟାରୁ କେତେ ଭୂତ ରାସନ କାର୍ଡ ମିଳିଛି ଏବଂ ଉକ୍ତ ପ୍ରକ୍ରିୟା କେତେ ଦିନ ଆଉ ଚାଲିବ ଓ ଅଦ୍ୟାବଧୂ…

ଗନ୍ଧମାର୍ଦ୍ଦନରେ ଖଣି ଉତ୍ତୋଳନ ପାଇଁ ଆଦାନୀକୁ ଅନୁମତି ଦେବେନି ରାଜ୍ୟ ସରକାର : ଉପମୁଖ୍ୟମନ୍ତ୍ରୀ

ଆଜି ବିଧାନସଭାରେ ଆଦାନୀ ଜମି କିଣିବା ପ୍ରସଙ୍ଗ ଉଠାଇଥିଲା ବିଜେଡି । ଗନ୍ଧମାର୍ଦ୍ଦନରେ ବକ୍ସାଇଟ ଭରପୁର ରହିଛି । ସରକାର ଆଦାନୀକୁ ଅନୁମତି ଦେଇଛନ୍ତି କି ପ୍ରଶ୍ନ କରିଛନ୍ତି ପ୍ରସନ୍ନ । ଆଗକୁ ଗନ୍ଧମାର୍ଦନରୁ ବକ୍ସାଇଟ ଖନନ ପାଇଁ କୌଣସି କମ୍ପାନୀକୁ…

ବାରହା ମାରିବାକୁ ଇଲେକ୍ଟ୍ରି କରେଣ୍ଟ ବ୍ୟବହାର କରୁଥିଲେ ସାବଧାନ ; ଚେତାବନୀ ଦେଲେ ଉପମୁଖ୍ୟମନ୍ତ୍ରୀ

ଆଜି ଶୀତ ଅଧିବେଶନର ଦ୍ୱିତୀୟ ଦିନରେ ଗୃହ କାର୍ଯ୍ୟ ସ୍ୱାଭାବିକ ରହିଛି । ଏହି ସମୟରେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଇଲେକ୍ଟ୍ରି କରେଣ୍ଟ ପାଇଁ ହାତୀଙ୍କ ମୃତ୍ୟୁ ହେଉଥିବାରୁ ବଡ ପଦକ୍ଷେପ ନେଇଛନ୍ତି । ସେ ଚେତାବନୀ ଦେଇ…