ବବି ଦାସଙ୍କ କ୍ବାର୍ଟର୍ସ ବିବାଦ ପ୍ରସଙ୍ଗକୁ ନେଇ ଚର୍ଚ୍ଚା ଜୋର ଧରିଛି। ମାଟିରେ ମିଶିଛି ବବିଙ୍କ କ୍ବାର୍ଟର୍ସ। ଏ ନେଇ ନଗର ଉନ୍ନୟନ ମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି। ସାଧାରଣ ପ୍ରଶାସନଠାରୁ ଅନୁମତି ନେଇନାହାନ୍ତି। ତଦନ୍ତ ଜାରି ରହିଥିବା କହିଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ। କ୍ଷମତାରେ ଥିବାବେଳେ ଏଭଳି ବେଆଇନ କାର୍ଯ୍ୟ କରିଛନ୍ତି। ଉଚିତ ପଦକ୍ଷେପ ନିଆଯିବ।

Leave a Reply

Your email address will not be published. Required fields are marked *