Tag: Bobby Das

Khondalite Stone Controversy: ବବି ଦାସଙ୍କ ଘରେ ଖଣ୍ଡୋଲାଇଟ ବ୍ୟବହାର ପ୍ରସଙ୍ଗରେ ମୁହଁ ଖୋଲିଲେ ପରିବାର

ଯାଜପୁରର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ଘରେ ଶ୍ରୀମନ୍ଦିର ଖଣ୍ଡୋଲାଇଟ୍ ପଥର ବ୍ୟବହାର ଅଭିଯୋଗ ଆସିବା ପରେ ମୁହଁ ଖୋଲିଛନ୍ତି ବବିଙ୍କ ପରିବାର । ପ୍ରେସମିଟ୍‌ରେ ଅଭିଯୋଗକୁ ମିଛ ବୋଲି କହିଛନ୍ତି ବବିଙ୍କ ଦାଦା ଯଯାତି କେଶରୀ । ତାଙ୍କ…

Bobby Das Targets Odisha Govt: ଘର ସାମ୍ନାରେ ଗୁଳିକାଣ୍ଡକୁ ନେଇ ରାଜ୍ୟ ସରକାରଙ୍କୁ ବବି ଦାସଙ୍କ ଟାର୍ଗେଟ୍

ଯାଜପୁରର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ (ବବି)ଙ୍କ ବାସଭବନ ସମ୍ମୁଖରେ ବିଳମ୍ବିତ ରାତିରେ ଘଟିଥିବା ଗୁଳିକାଣ୍ଡକୁ ନେଇ ଦାସ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ତାଙ୍କ ଘର ସାମ୍ନାରେ ଗୁଳି ପରିବାର ଲୋକଙ୍କ ସୁରକ୍ଷା ନେଇ ଚିନ୍ତା ବଢ଼ାଇ…

Jajpur Politics: ମଞ୍ଚ ଉପରୁ ବବିଙ୍କୁ ଟାର୍ଗେଟ କଲେ ଅରିନ୍ଦମ ରାୟ

ଯାଜପୁର ଜିଲ୍ଲା, କୋରେଇ ବ୍ଲକ ଅନ୍ତର୍ଗତ କରଦା ହରିହାଟ ମହୋତ୍ସବ ମଞ୍ଚରେ ପୂର୍ବତନ ବିଜେଡି ରାଜ୍ୟ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ଟାର୍ଗେଟ କରିଛନ୍ତି ବବିଙ୍କ ଭିଣୋଇ ତଥା ସିନେ ତାରକା ଓ ବିଜେପି ନେତା ଅରିନ୍ଦମ ରାୟ ।…

FIR lodged against Bobby Das: ବିଜେଡି ନେତା ବବି ଦାସଙ୍କ ନାଁରେ ଥାନାରେ ଅଭିଯୋଗ

ନୂଆପଡ଼ା ଉପନିର୍ବାଚନକୁ ନେଇ ରାଜନୀତି ଜୋର ଧରିଥିବାବେଳେ ବିଜେଡି ନେତା ବବି ଦାସଙ୍କ ନାଁରେ ଆଜି ନୂଆପଡ଼ା ଜିଲ୍ଲା କୋମନା ଥାନାରେ ଲିଖିତ ଅଭିଯୋଗ ହୋଇଛି । କୋମନାର ଜଣେ ଆଦିବାସୀ ଯୁବକ ଏହି ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ…

କ୍ରୀଡ଼ାର ଉନ୍ନତି ପାଇଁ କିଛି କରିନାହାନ୍ତି: ଇସ୍ତଫା ଦିଅନ୍ତୁ ବବି

ଓସିଏରୁ ବବି ଦାସଙ୍କ ଇସ୍ତଫା ଦାବି କରିଛନ୍ତି ନୂଆ ଫାଓ ସଭାପତି ସମୀର ଦେ। ଫାଓ ସଭାପତି ଭାବେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ପରେ ସମୀରଙ୍କ ପ୍ରତିକ୍ରିୟା। ଓସିଏ ସଭାପତି ପଦରୁ ବବି ଦାସ ଇସ୍ତଫା ଦେବା ଉଚିତ। ଓସିଏ କିମ୍ବା କ୍ରୀଡ଼ାର…

ବବିଙ୍କ କ୍ବାର୍ଟର୍ସ ବିବାଦ; ନଗର ଉନ୍ନୟନ ମନ୍ତ୍ରୀଙ୍କ ପ୍ରତିକ୍ରିୟା

ବବି ଦାସଙ୍କ କ୍ବାର୍ଟର୍ସ ବିବାଦ ପ୍ରସଙ୍ଗକୁ ନେଇ ଚର୍ଚ୍ଚା ଜୋର ଧରିଛି। ମାଟିରେ ମିଶିଛି ବବିଙ୍କ କ୍ବାର୍ଟର୍ସ। ଏ ନେଇ ନଗର ଉନ୍ନୟନ ମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି। ସାଧାରଣ ପ୍ରଶାସନଠାରୁ ଅନୁମତି ନେଇନାହାନ୍ତି। ତଦନ୍ତ ଜାରି ରହିଥିବା କହିଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର…

ବବିଙ୍କ ପାଇଁ ଅଡ଼ୁଆ ବଢ଼ିଲା

ବିଜେଡି ନେତା ପ୍ରଣବ ପ୍ରକାଶ ଦାସଙ୍କ କ୍ୱାର୍ଟର୍ସରେ GA ଅଧିକାରୀ। ୩ ଅଧିକାରୀ ବବିଙ୍କ କ୍ୱାର୍ଟର୍ସ ଭିତରକୁ ଯାଇଥିଲେ। ପୋଲିସ ଫୋର୍ସଙ୍କ ଉପସ୍ଥିତିରେ ଭିତରେ ବୁଲିଲେ ଜିଏ ଅଧିକାରୀ। ବବିଙ୍କ କ୍ୱାର୍ଟର୍ସ ଭିତରେ ନିର୍ମାଣ ଭଙ୍ଗାକୁ ନେଇ ବିବାଦ ଦେଖାଦେଇଛି। କାହିଁକି…

ଅରୁଣଙ୍କ ପତ୍ତା କାଟିଲେ ବବି!

ବିଜେଡି ସତ୍ତା ହରାଇବା ପଛରେ ଭି.କେ. ପାଣ୍ଡିଆନ ଓ ପ୍ରଣବ ପ୍ରକାଶ ଦାସଙ୍କୁ (ବବି ଦାସ)ଙ୍କୁ ମଧ୍ୟ ଲୋକ ଦାୟୀ କରୁଛନ୍ତି। କାରଣ ଏମାନେ ହିଁ ଦଳର ମୁଖ୍ୟ ଥିଲେ। ପାଣ୍ଡିଆନ ନେତୃତ୍ୱ ନେଉଥିବା ବେବେ ବବି ତାଙ୍କୁ ସବୁ କାମରେ…