ମିଳିଥିବା ବିଶ୍ୱସ୍ତ ସୂତ୍ର ଅନୁସାରେ ଶାସକ ବିଜୁ ଜନତା ଦଳ ପାଖାପାଖି ୬୦ ବିଧାନସଭା ଆସନ ପାଇଁ ଆସନ୍ତା ଶନିବାର କିମ୍ବା ରବିବାର ସୁଦ୍ଧା ପ୍ରାର୍ଥୀ ଘୋଷଣା କରିବ। ଏ ବାବଦରେ ଅଧିକାଂଶ ଆସନରେ ପ୍ରାର୍ଥୀ ଚୂଡାନ୍ତ ସହ ଆଶାୟୀ ମାନଙ୍କ ସହ ଆଲୋଚନା ସରିଯାଇଛି ବୋଲି ଖବର ଆସିଛି । ଏହି ୬୦ଟି ଆସନ ଘୋଷଣା ପରେ ବିଜୁ ଜନତା ଦଳରେ ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହୋଇପାରେ ବୋଲି ଆଶଙ୍କା କରାଯାଉଛି । Post navigation ବିଜେଡି-ବିଜେପିର ଓଡ଼ିଶାରେ ବୈବାହିକ ମେଣ୍ଟ – ଅଜୟ କୁମାର କଟକ ବସ୍ ଦୁର୍ଘଟଣା: ଜଣେ ମୃତ, ୧୬ ଆହତ