Author: Papirani

Bikram Arukha’s Possible Entry Into BJP: ବିଜେପିରେ ମିଶିପାରନ୍ତି ପୂର୍ବତନ ମନ୍ତ୍ରୀ ବିକ୍ରମ ଆରୁଖ

ବିଜେଡିର ଅନେକ ନେତା ଦଳ ଛାଡି ବିଜେପିରେ ମିଶିଥିବା ବେଳେ ରାଜନୀତିରେ ପୁଣି ଏକ ବଡ଼ ଧରଣର ଓଲଟପାଲଟ ହେବାକୁ ଯାଉଛି । ବିଜେଡିର ପୂର୍ବତନ ମନ୍ତ୍ରୀ ତଥା ଗଞ୍ଜାମ ରାଜନୀତିର ବରିଷ୍ଠ ନେତା ବିକ୍ରମ କେଶରୀ ଆରୁଖ ଖୁବ୍‌ଶୀଘ୍ର ପଦ୍ମ…

PV Sindhu Wins Maiden Japan: ଜାପାନ ଓପନ୍‌ ଜିତି ଇତିହାସ ରଚିଲେ ସଟଲର ପିଭି ସିନ୍ଧୁ

ଇତିହାସ ରଚିଲେ ଭାରତର କିମ୍ବଦନ୍ତୀ ବ୍ୟାଡମିଣ୍ଟନ୍ ଖେଳାଳି ପିଭି ସିନ୍ଧୁ । ଜାପାନ ଓପନ୍‌ ଜିତି ଇତିହାସ ରଚିଲେ ସଟଲର ପିଭି ସିନ୍ଧୁ । ପ୍ରଥମ ଭାରତୀୟ ଭାବେ ୩ ଥରର ବିଶ୍ବ ଚାମ୍ପଅନ୍‌ ୟାମାଗୁଚିଙ୍କୁ ହରାଇଛନ୍ତି ପିଭି ସିନ୍ଧୁ। ସିଧାସଳଖ…

Jammu Kashmir Flash Floods: ଜମ୍ମୁ-କାଶ୍ମୀରରେ ଫ୍ଲାସ୍‌ ଫ୍ଲଡ୍‌; ୧୧ ମୃତ

ଜମ୍ମୁ-କାଶ୍ମୀର ପୁଞ୍ଚ-ରଜୌରୀରେ ଫ୍ଲାସ୍‌ ଫ୍ଲଡ୍‌। କାଲି ରାତିରେ ଜମ୍ମୁ କଶ୍ମୀରରେ ବର୍ଷା ତାଣ୍ଡବ ରଚିଛି । ଅବିଶ୍ରାନ୍ତ ବର୍ଷା ଯୋଗୁଁ ଅଚାନକ ବନ୍ୟା ଫଳରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ନିଖୋଜ ଅଛନ୍ତି। ନିଖୋଜ ଥିବା ବ୍ୟକ୍ତିମାନଙ୍କୁ…

Egg Price Rise: ୯ ଟଙ୍କାରେ ପହଞ୍ଚିଛି ଅଣ୍ଡାର ଦର: ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ମନ୍ତ୍ରୀ

ରାଜ୍ୟରେ ୯ ଟଙ୍କାରେ ପହଞ୍ଚିଛି ଅଣ୍ଡାର ଦର । ଅଣ୍ଡା ଦାମ୍ ବୃଦ୍ଧି ପାଇବା ପଛର ପ୍ରକୃତ କାରଣ ସ୍ପଷ୍ଟ କରିଛନ୍ତି ରାଜ୍ୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ। ମନ୍ତ୍ରୀ କହିଛନ୍ତି ବଜାରରେ ଅଣ୍ଡା ଦର…

Naveen Demands Parliament Debate On Paper Leak: ପରୀକ୍ଷା ବ୍ୟବସ୍ଥା ଉପରେ ଭାଙ୍ଗିଛି ଭରସା; ସଂସଦରେ ବ୍ୟାପକ ଆଲୋଚନା ଓ ସଂସ୍କାର ଦାବି କଲେ ନବୀନ

ଦେଶର ଶିକ୍ଷା ବ୍ୟବସ୍ଥା ଓ ପରୀକ୍ଷା ପ୍ରକ୍ରିୟାର ବିଶ୍ୱସନୀୟତାକୁ ନେଇ ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି ବିଜୁ ଜନତା ଦଳ ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଜଡ଼ିତ ଏହି ପ୍ରସଙ୍ଗକୁ ସଂସଦରେ…

Sonam Wangchuk Row: ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ସୋନମ୍‌ ୱାଙ୍ଗଚୁକଙ୍କ ପତ୍ନୀ

ସୋନମ୍‌ ୱାଙ୍ଗଚୁକଙ୍କ ପତ୍ନୀ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସଫଦରଜଙ୍ଗ ହସ୍ପିଟାଲରୁ ଘରୋଇ ମେଡିକାଲକୁ ସ୍ଥାନାନ୍ତର ପାଇଁ ଆବେଦନ କରିଥିବା ଜଣାପଡ଼ିଛି। ସୋନମ୍‌ ୱାଙ୍ଗଚୁକଙ୍କ ପତ୍ନୀ ଗୀତାଞ୍ଜଳିଙ୍କ ଅଭିଯୋଗ ଅନୁଯାୟୀ ପରିବାର ଇଚ୍ଛା ବିରୁଦ୍ଧରେ ଚିକିତ୍ସା ହେଉଛି। ସରକାରୀ ହସ୍ପିଟାଲକୁ…

Hirakud Dam Opens: ହୀରାକୁଦ ଜଳଭଣ୍ଡାରରେ ଖୋଲିଲା ୪ ଗେଟ୍‌

ସମ୍ୱଲପୁରର ହୀରାକୁଦ ଜଳଭଣ୍ଡାରରେ ଖୋଲିଲା ୪ ଗେଟ୍‌ । ମୋଟ୍‌ ୪ଟି ସ୍ଲୁଇସ୍‌ ଗେଟ୍‌ ଦେଇ ବନ୍ୟା ଜଳ ନିଷ୍କାସିତ । ଉପରମୁଣ୍ଡରେ କ୍ରମାଗତ ବର୍ଷା ଏବଂ ଜଳସ୍ତର ବୃଦ୍ଧି ପାଇବା କାରଣରୁ ହୀରାକୁଦ ଜଳଭଣ୍ଡାରରୁ ୪ଟି ସ୍ଲୁଇସ୍ ଗେଟ୍ ଖୋଲାଯାଇଛି…

Puri Gundicha Temple: ଆଜିଠୁ ଶ୍ରୀଜିଉଙ୍କ ଆଡ଼ପ ଦର୍ଶନ

ଆଜିଠୁ ଶ୍ରୀଜିଉଙ୍କ ଆଡ଼ପ ଦର୍ଶନ । ଚତୁର୍ଦ୍ଧା ବିଗ୍ରହ ଜନ୍ମବେଦି‌ରେ ବିରାଜମାନ କରିଛନ୍ତି। ଏଥିପାଇଁ ଜନ୍ମବେଦୀ ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କର ଦର୍ଶନ ପାଇଁ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହେବ। ଏଥି ସହିତ ଆଜି ଗୁଣ୍ଡିଚା ମନ୍ଦିରରେ ବାହାରିବ ପ୍ରଥମ ଆଡ଼ପ…

Municipal Elections: ୩୫ ପୌରାଧ୍ୟକ୍ଷ ପଦ ପାଇଁ ସଂରକ୍ଷଣ ତାଲିକା ପ୍ରକାଶ

୩୫ ପୌରାଧ୍ୟକ୍ଷ ପଦ ପାଇଁ ସଂରକ୍ଷଣ ଖସଡ଼ା ତାଲିକା ପ୍ରକାଶ ପାଇଛି। ସଂରକ୍ଷଣ ସମ୍ପର୍କିତ ଖସଡ଼ା ବିଜ୍ଞପ୍ତି ପ୍ରକାଶ କଲେ ରାଜ୍ୟ ସରକାର । ଏସ୍‌ସି, ଏସ୍‌ଟି, ମହିଳା ଓ ଅଣସଂରକ୍ଷିତ ବର୍ଗ ପାଇଁ ପଦ ସଂରକ୍ଷଣ ପ୍ରସ୍ତାବ ପ୍ରକାଶ ପାଇଛି।…

Prafulla Samal Hospitalised: ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଅସୁସ୍ଥ । ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ଅସୁସ୍ଥତା ଖବର ପାଇବା ପରେ ଆଶୁ ଆରୋଗ୍ୟ କାମନା କରିଛନ୍ତି…