ଦେଶ ରାଜନୀତି BJP Leading Over TMC in Bengal: ପଶ୍ଚିମବଙ୍ଗରେ କଡ଼ା ଟକ୍କର ମଧ୍ୟରେ ଟିଏମସି ଠାରୁ ବିଜେପି ଆଗୁଆ May 4, 2026 Nirvay ପଶ୍ଚିମବଙ୍ଗରେ କଡ଼ା ଟକ୍କର ମଧ୍ୟରେ ଟିଏମସି ଠାରୁ ବିଜେପି ଆଗୁଆ । ପଶ୍ଚିମବଙ୍ଗର ଟ୍ରେଣ୍ଡ ଅନୁସାରେ ବିଜେପି ଶହେ ଆସନ ଛୁଇଁ ସାରିଛି । ପଶ୍ଚିମବଙ୍ଗ ବିଧାନସଭାର ମୋଟ ୨୯୪ ଆସନ ମଧ୍ୟରୁ ଭାରତୀୟ ଜନତା ପାର୍ଟି ୧୨୧ଟି ଆସନରେ ଆଗୁଆ…
ଦେଶ ରାଜନୀତି Assam Election Result 2026: ଆସାମରେ ପୁଣି ବିପୁଳ ବିଜୟ ପଥେ ଭାରତୀୟ ଜନତା ପାର୍ଟି May 4, 2026 Nirvay ଆସାମରେ ପୁଣି ବିପୁଳ ବିଜୟ ପଥେ ଭାରତୀୟ ଜନତା ପାର୍ଟି । ବହୁ ପଛରେ ପଡ଼ିଛି ପ୍ରତିଦ୍ୱନ୍ଦୀ କଂଗ୍ରେସ । ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି ଆରମ୍ଭ ହୋଇଥିବାବେଳେ ୧୨୬ ଆସନ ବିଶିଷ୍ଟ ଆସାମ ବିଧାନସଭାରେ ବିଜେପି…
ରାଜନୀତି ରାଜ୍ୟ BJP Revokes Suspension of Kharavela Swain: ବିଜେପି ନେତା ଐର ଖାରବେଳ ସ୍ୱାଇଁଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କଲା ବିଜେପି May 4, 2026 Nirvay ବାଲେଶ୍ୱରର ପୂର୍ବତନ ସାଂସଦ ତଥା ବରିଷ୍ଠ ବିଜେପି ନେତା ଐର ଖାରବେଳ ସ୍ୱାଇଁଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କରିଛି ଭାରତୀୟ ଜନତା ପାର୍ଟି । ଦଳୀୟ ଶୃଙ୍ଖଳା ଭଙ୍ଗ କରିଥିବା ଅଭିଯୋଗରେ ତାଙ୍କୁ ପୂର୍ବରୁ ଦଳରୁ ନିଲମ୍ବିତ କରାଯାଇଥିଲା ।…
ତାଜା ଖବର ଦେଶ IED Blast in Chhattisgarh: ଛତିଶଗଡ଼ କାଙ୍କେର ଜିଲ୍ଲାରେ IED ବିସ୍ଫୋରଣ ଘଟି ୪ ଯବାନ ସହିଦ May 2, 2026 Nirvay ଛତିଶଗଡ଼ର କାଙ୍କେର ଜିଲ୍ଲାରେ ଶନିବାର ଦିନ ମାଓବାଦୀଙ୍କ ଦ୍ୱାରା ଖଞ୍ଜାଯାଇଥିବା ଏକ ଶକ୍ତିଶାଳୀ IED ବିସ୍ଫୋରଣରେ ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ-ଡିଆରଜିର ୪ ଜଣ ଯବାନ ସହିଦ ହୋଇଛନ୍ତି । ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଡିଆରଜି ଯବାନଙ୍କ ଏକ ଟିମ୍…
ତାଜା ଖବର ରାଜ୍ୟ Subhadra Yojana: ମେ’ ୪ ତାରିଖରେ ବଞ୍ଚିତ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଟଙ୍କା May 2, 2026 Nirvay ସୁଭଦ୍ରା ଯୋଜନାରୁ ବଞ୍ଚିତ ହୋଇଥିବା ହିତାଧିକାରୀଙ୍କ ପାଇଁ ଖୁସି ଖବର । ଆସନ୍ତା ମେ’ ୪ ତାରିଖରେ ସେମାନଙ୍କ ବ୍ୟାଙ୍କ ଖାତାକୁ ସୁଭଦ୍ରା ଟଙ୍କା ଯିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି । ସେ ‘ଏକ୍ସ’ ମାଧ୍ୟମରେ ଏହି…
ତାଜା ଖବର ରାଜ୍ୟ Matric Result 2026: ପ୍ରକାଶ ପାଇଲା ମାଟ୍ରିକ୍ ରେଜଲ୍ଟ, ପାସ୍ ହାର ୯୫.୩୩ ପ୍ରତିଶତ May 2, 2026 Nirvay ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ (ମାଟ୍ରିକ୍) ପରୀକ୍ଷାଫଳ ପ୍ରକାଶ ପାଇଛି । ବୋର୍ଡ କାର୍ଯ୍ୟାଳୟରେ ଆୟୋଜିତ ଏକ ସରକାରୀ ଅନୁଷ୍ଠାନରେ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ରେଜଲ୍ଟ ଘୋଷଣା କରାଯାଇଛି । ଏହି ଘୋଷଣା ସମୟରେ…
ରାଜ୍ୟ NEP-2020: ଓଡ଼ିଶାକୁ ‘ନଲେଜ୍ କ୍ୟାପିଟାଲ୍’ ଭାବେ ଗଢ଼ିବା ପାଇଁ ଦୁଇ ଦିନିଆ ଜାତୀୟ ସ୍ତରୀୟ କର୍ମଶାଳା May 2, 2026 Nirvay ଜାତୀୟ ଶିକ୍ଷା ନୀତି (NEP-2020) ର କାର୍ଯ୍ୟାନ୍ୱୟନ ନେଇ ସ୍ଥାନୀୟ କନଭେନସନ ସେଣ୍ଟର ଠାରେ ଆୟୋଜିତ ଦୁଇ ଦିନିଆ ଜାତୀୟ ସ୍ତରୀୟ କର୍ମଶାଳାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶାର ଶୈକ୍ଷିକ ପରିବେଶରେ ଏକ ‘ବୈପ୍ଲବିକ ପରିବର୍ତ୍ତନ’ର ଆହ୍ୱାନ ଦେଇଛନ୍ତି ।…
ଦେଶ ରାଜନୀତି SC Dismisses TMC Plea: ପଶ୍ଚିମବଙ୍ଗ ନିର୍ବାଚନ ଭୋଟ ଗଣତି ପ୍ରସଙ୍ଗରେ TMCର ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ May 2, 2026 Nirvay ତୃଣମୂଳ କଂଗ୍ରେସକୁ ଝଟକା ।ସୁପ୍ରିମକୋର୍ଟ ଶନିବାର ଦିନ ପଶ୍ଚିମବଙ୍ଗ ଭୋଟ ଗଣନା ପ୍ରକ୍ରିୟା ପାଇଁ କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ଗଣନା ପର୍ଯ୍ୟବେକ୍ଷକ ଭାବରେ ନିଯୁକ୍ତି କରିବା ପାଇଁ ନିର୍ବାଚନ କମିଶନଙ୍କ ଅଧିକାରକୁ ସମର୍ଥନ କରିଛନ୍ତି । ଏହାସହିତ କେନ୍ଦ୍ର ସରକାରଙ୍କ କର୍ମଚାରୀଙ୍କୁ…
ତାଜା ଖବର ଦେଶ Chhattisgarh IED Blast: ମାଓବାଦୀଙ୍କ ଆଇଇଡି ବିସ୍ଫୋରଣ, ୩ ଯବାନ ଗୁରୁତର May 2, 2026 Nirvay ଛତିଶଗଡ଼ କାଙ୍କେର ଜିଲ୍ଲାରେ ପୁଣି ମାଓ ହିଂସାକାଣ୍ଡ ଘଟାଇଛନ୍ତି । ଛୋଟେବେଟିୟା ଜଙ୍ଗଲରେ ନକ୍ସଲବାଦୀମାନଙ୍କ ଦ୍ୱାରା କରାଯାଇଥିବା ଆଇଇଡି ବିସ୍ଫୋରଣରେ ୩ DRG ଯବାନ ଗୁରୁତର ହୋଇଥିବା ସୂଚନା ମିଳିଛି । ମାଓ ଦମନ ଅପରେସନ୍ରେ ଯାଇଥିବା ବେଳେ ଏହି ଅଘଟଣ…
ତାଜା ଖବର ରାଜ୍ୟ Naveen writes to FM on Jeetu Munda Incident: ଜିତୁ ମୁଣ୍ଡାଙ୍କ ଘଟଣାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ନବୀନଙ୍କ ଚିଠି May 2, 2026 Nirvay ଓଡିଶା ବିଧାନସଭାର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କେନ୍ଦୁଝର ଜିଲ୍ଲାରେ ଜଣେ ଆଦିବାସୀଙ୍କ ସହିତ ଘଟିଥିବା ଏକ ଅମାନବୀୟ ଘଟଣା ପାଇଁ “ଗଭୀର ଦୁଃଖ” ପ୍ରକାଶ କରି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖିଛନ୍ତି । ତାଙ୍କ ଚିଠିରେ,…