Author: Nirvay

International Labour Day 2026: ୬,୦୦୦ ଶ୍ରମିକଙ୍କୁ ମିଳିଲା ନୂତନ ପରିଚୟପତ୍ର; ୧୫୦ କୋଟି ଟଙ୍କା ସହାୟତା

ଆନ୍ତର୍ଜାତିକ ଶ୍ରମିକ ଦିବସ ଅବସରରେ ଆଜି ଭୁବନେଶ୍ୱର, ଓୟୁଏଟି କୃଷି ଶିକ୍ଷା ସଦନ ପରିସରରେ ଆୟୋଜିତ ରାଜ୍ୟସ୍ତରୀୟ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଶ୍ରମିକ ସମାଜର ଅକ୍ଳାନ୍ତ ପରିଶ୍ରମ ଓ ତ୍ୟାଗକୁ ଗଭୀର ସମ୍ମାନ ଜଣାଇଛନ୍ତି । ଆଜି…

Jabalpur Cruise Boat Tragedy: ମଧ୍ୟପ୍ରଦେଶରେ କ୍ରୁଜ୍ ବୁଡ଼ି ୯ ମୃତ, ଅନେକ ନିଖୋଜ; ସୁରକ୍ଷାରେ ଅବହେଳା ଅଭିଯୋଗ

ମଧ୍ୟପ୍ରଦେଶରେ ପ୍ରବଳ ଝଡ଼-ବର୍ଷା ଯୋଗୁଁ ଏକ ପର୍ଯ୍ୟଟକ କ୍ରୁଜ୍ ବୁଡ଼ିଯିବାରୁ ବଡ଼ ଅଘଟଣ ଘଟିଛି । କ୍ରୁଜରେ ଥିବା ପର୍ଯ୍ୟଟକଙ୍କ ମଧ୍ୟରୁ ଏପର୍ଯ୍ୟନ୍ତ ୯ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଅନେକ ଏବେ ବି ନିଖୋଜ ଅଛନ୍ତି । ଅଗ୍ନିଶମ…

West Bengal Assembly Elections: କାଲି ପଶ୍ଚିମବଙ୍ଗର ୧୫ ବୁଥ୍‌ରେ ହେବ ରିପୋଲିଂ

ଇଭିଏମ୍ ଟାମ୍ପରିଂ ଓ ହିଂସା ଅଭିଯୋଗ ପରେ ଭାରତୀୟ ନିର୍ବାଚନ ଆୟୋଗ ପଶ୍ଚିମବଙ୍ଗର ୧୫ଟି ବୁଥରେ ପୁନଃ ମତଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । କାଲି ସକାଳ ୭ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଏହି ବୁଥଗୁଡ଼ିକରେ ରିପୋଲିଂ ହେବ । ମାଗ୍ରାହାଟ…

PMGSY-IV Launched in Rayagada: ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ୮୯୮ଟି ଗାଁ ପାଇଁ ୧୭୦୦ କୋଟି ଟଙ୍କାରୁ ଉର୍ଦ୍ଧ୍ଵ ବ୍ୟୟ ବରାଦ

ରାଜ୍ୟର ଗ୍ରାମାଞ୍ଚଳ ଗମନାଗମନ ବ୍ୟବସ୍ଥାକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଆଜି ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାର ଚତୁର୍ଥ ପର୍ଯ୍ୟାୟ (PMGSY-IV) ର ଶୁଭାରମ୍ଭ ହୋଇଯାଇଛି । ରାୟଗଡ଼ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ…

Metro to Come in New Form in Odisha: ନୂଆ ରୂପରେ ଆସିବ ମେଟ୍ରୋ

ଓଡ଼ିଶାରେ ମେଟ୍ରୋ ପ୍ରକଳ୍ପ ବନ୍ଦ ହୋଇନାହିଁ, ବରଂ ନୂଆ ରୂପରେ ଆସିବ ବୋଲି ସ୍ପଷ୍ଟ କରିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର । ପୁରୀ, ଭୁବନେଶ୍ୱର ଓ କଟକ — ଏହି ତିନି ସହରକୁ ନେଇ ବୃହତ ମେଟ୍ରୋ…

Matric Certificates to Be Issued in Odia: ଗଣଶିକ୍ଷା ମନ୍ତ୍ରୀଙ୍କ ବଡ଼ ସୂଚନା; ପ୍ରଥମଥର ଛାତ୍ରଛାତ୍ରୀଙ୍କୁ ଓଡ଼ିଆରେ ମିଳିବ ମାଟ୍ରିକ୍‌ ସାର୍ଟିଫିକେଟ୍

ଓଡ଼ିଶାର ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର । ମାତୃଭାଷା ଓଡ଼ିଆକୁ ନେଇ ମାଧ୍ୟମିକ ଶିକ୍ଷା ପରିଷଦ (BSE) ପକ୍ଷରୁ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି । ଚଳିତ ବର୍ଷଠାରୁ ପ୍ରଥମଥର ପାଇଁ ମାଟ୍ରିକ ପାସ ପିଲାମାନଙ୍କୁ ଓଡ଼ିଆ ଭାଷାରେ ସାର୍ଟିଫିକେଟ୍ ମିଳିବ…

Gandhipathe Nyay Yatra: ମିଳିଲାନି ଜଗତସିଂହପୁର ପ୍ରଶାସନର ଅନୁମତି; କଂଗ୍ରେସର ‘ଗାନ୍ଧିପଥେ ନ୍ୟାୟଯାତ୍ରା’ ସ୍ଥଗିତ

ଆସନ୍ତା ୨୬ ତାରିଖରୁ ଜଗତସିଂହପୁର ଢ଼ିଙ୍କିଆଠାରୁ ଆରମ୍ଭ ହୋଇ ଭୁବନେଶ୍ୱର ଲୋକଭବନରେ ସମାପ୍ତ ହେଉଥିବା ୮ ଦିନର ଯାତ୍ରାକୁ ଜଗତସିଂହପୁର ପ୍ରଶାସନ ଅନୁମତି ନ ଦେବା ଫଳରେ, ପଦଯାତ୍ରାକୁ ସ୍ଥଗିତ ରଖାଯାଇଛି ବୋଲି କଂଗ୍ରେସ ଭବନଠାରେ କଂଗ୍ରେସ ନେତୃବୃନ୍ଦ ବିବୃତି ମାଧ୍ୟମରେ…

Restriction on Petrol, Diesel Sale: ପେଟ୍ରୋଲ ଡିଜେଲ୍ ବିକ୍ରି ଉପରେ କଟକଣା

ଆଗକୁ ସମ୍ଭାବ୍ୟ ତୈଳ ସଂକଟ ଓ କଳାବଜାରୀ ରୋକିବା ପାଇଁ ରାଜ୍ୟ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଏଣିକି ପେଟ୍ରୋଲ ପମ୍ପରେ ମନ ଇଚ୍ଛା ତେଲ ବିକ୍ରି ହୋଇପାରିବ ନାହିଁ । ଥରକେ ଗୋଟିଏ ନୋଜଲରୁ ୫୦ ଲିଟରରୁ…

BJD Mass Resignation: ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ସାଂସଦ ମଞ୍ଜୁଲତା ମଣ୍ଡଳ ଓ ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ

ବିଜୁ ଜନତା ଦଳ (ବିଜେଡି)କୁ ଭଦ୍ରକ ଜିଲ୍ଲାରେ ଆଜି ବଡ଼ ଝଟକା ଲାଗିଛି । ଦଳର ପୂର୍ବତନ ସାଂସଦ ମଞ୍ଜୁଲତା ମଣ୍ଡଳ ଏବଂ ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କ ସମେତ ୫୦୦ରୁ ଅଧିକ କର୍ମୀ ଆଜି ଦଳର ପ୍ରାଥମିକ ସଦସ୍ୟ ପଦରୁ…

Odisha Reels Under Severe Heatwave Conditions: ଜଳୁଛି ପଶ୍ଚିମ ଓଡ଼ିଶା; ଝାରସୁଗୁଡାରେ ତାପମାତ୍ରା ୪୪.୮ ଡିଗ୍ରି

ସମଗ୍ର ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଗରମ ଓ ଗୁଳୁଗୁଳି ଯୋଗୁ ସାଧାରଣ ଜୀବନ ପ୍ରଭାବିତ ହେଉଥିବା ବେଳେ ରୌଦ୍ରତାପରେ ଜଳୁଛି ପଶ୍ଚିମ ଓଡ଼ିଶା । ଶୁକ୍ରବାର ଦିନ ପୁଣି ଝାରସୁଗୁଡ଼ାରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ରେକର୍ଡ ହୋଇଛି…