Author: Nirvay

ପଦ୍ମ ଧରିବେ ପୂର୍ବତନ ଧାମନଗର ବିଧାୟକ ରାଜେନ୍ଦ୍ର ଦାସ

ଆରମ୍ଭ ହୋଇଛି ମିଶ୍ରଣ ପର୍ବ । ବିଜେଡି ନେତାଙ୍କ ବିଜେପିରେ ଯୋଗଦାନ ପ୍ରକ୍ରିୟା ଜାରି ରହିଛି । ପୂର୍ବତନ ଧାମନଗର ବିଧାୟକ ରାଜେନ୍ଦ୍ର ଦାସ ଆସନ୍ତା ୪ ତାରିଖରେ ବିଜେପିରେ ବିଧିବଦ୍ଧ ଭାବେ ଯୋଗ ଦେବେ ବୋଲି ଜଣା ପଡ଼ିଛି ।…

ବିଜେଡି ଛାଡ଼ିଲେ ଜୟଦେବ ବିଧାୟକ ଅରବିନ୍ଦ ଢାଲି

ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ପରେ ଜୟଦେବ ବିଧାୟକ ଅରବିନ୍ଦ ଢାଲି ମଧ୍ୟ ବିଜେଡି ଛାଡ଼ିଲେ । ସେ ଆସନ୍ତାକାଲି ନିଜ ସମର୍ଥକ ମାନଙ୍କ ସହ ବିଜେପିରେ ଯୋଗ ଦେବେ । ମାଲକାନଗିରି ଆସନରୁ…

ଓଡ଼ିଶାରେ ମେଣ୍ଟ ହେବାର ପ୍ରଶ୍ନ ଉଠୁନି: ମନମୋହନ ସାମଲ

ସମସ୍ତ ଗୁଜବ ଓ କଳ୍ପନା ଜଳ୍ପନାରେ ପୂର୍ଣ୍ଣଛେଦ ଟାଣି ବିଜେପିର ରାଜ୍ୟ ସଭାପତି ମନମୋହନ ସାମଲ ଓଡ଼ିଶାରେ ବିଜୁ ଜନତା ଦଳ ସହ ମେଣ୍ଟ ହେବନି ବୋଲି ସ୍ପଷ୍ଟ କରିଛନ୍ତି । ବିଜେପି ଓଡ଼ିଶାର ସମସ୍ତ ୨୧ଟି ଲୋକସଭା ଓ ୧୪୭ଟି…

ମେଣ୍ଟ ପାଇଁ କ୍ଷମତା ଓ ପ୍ରତିପତ୍ତି ତ୍ୟାଗ କରିବାକୁ ପ୍ରସ୍ତୁତ କି ବିଜଦ?

ନିର୍ଭୟ ମିଡିଆ, ଭୁବନେଶ୍ୱର: ମକର ସଂକ୍ରାନ୍ତୀରେ ଗୁଡ଼ି ଉଡ଼ିଲା ପରି ଏବେ ସାରା ରାଜ୍ୟରେ ଉଡ଼ୁଛି ମେଣ୍ଟ ଗୁଡ଼ି । ଯିଏ ଯାହା ଖୁସିରେ ଗୁଡ଼ି ଉଡ଼ାଇବା ସହ ଆସନ ମଧ୍ୟ ବଣ୍ଟାବଣ୍ଟି କରିଦେଲେଣି । ଏପ୍ରକାର ଗୁଜବର ସ୍ରଷ୍ଟା କିଏ,…

ପିଏମ ମୋଦୀଙ୍କ ଓଡିଶା ଗସ୍ତ – ଜାଣନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

ଆସନ୍ତା ମାର୍ଚ୍ଚ ୫ରେ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ ପାଇଁ ପ୍ରସ୍ତୁତି ଏବଂ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ। ମୋଦୀ ଅପରାହ୍ନରେ ଭୁବନେଶ୍ୱରରେ ପହଞ୍ଚିବେ।ତାପରେ ଏକ ହେଲିକପ୍ଟରରେ ଚଣ୍ଡିଖୋଲକୁ ଯିବେ। ପିଏମ…

ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ବିଜେପି ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ

ନିର୍ବାଚନ ପାଖେଇ ଆସୁଥିବା ବେଳେ ବିରୋଧୀ ଦଳ ନବୀନ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ଆଜି ବିଜେପି ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତ ଯେ କେନ୍ଦ୍ର ଯୋଜନାକୁ କପିପେଷ୍ଟ କରି ଶ୍ରେୟ ନେବାକୁ ଚେଷ୍ଟା କରୁଛି ବିଜେଡି ସରକାର। ସେ…

ରାଜମହଲରେ ପୋଲିସ ଓ ଛାତ୍ର କଂଗ୍ରେସ ମୁହାଁ ମୁହିଁ

ଭୁବନେଶ୍ବର: ନବୀନ ନିବାସ ଘେରାଉ ଉଦ୍ୟମ ବେଳେ ପୁଲିସ-ଯୁବ କଂଗ୍ରେସ କର୍ମୀ ଧସ୍ତାଧସ୍ତି ହୋଇଛି। ଯୁବ କଂଗ୍ରେସ କର୍ମୀମାନେ ପୁଲିସ ଉପରକୁ ଅଣ୍ଡା ଓ ଟମାଟୋ ମାରିଛନ୍ତି। ବେକାରୀ ଓ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ଆଜି ବିକ୍ଷୋଭ କରିବା ସହ…

କଂଗ୍ରେସରୁ ଇସ୍ତଫା ଦେଲେ ପିସିସି ଉପସଭାପତି ରଜତ ଚୌଧୁରୀ

ଭୁବନେଶ୍ବର: କଂଗ୍ରେସରୁ ପୁଣି ଜଣେ ବରିଷ୍ଠ ନେତା ଇସ୍ତଫା ଦେଇଛନ୍ତି। ଏବେ ଦଳକୁ ଆଉ ଏକ ଝଟକା ଦେଇଛନ୍ତି ପିସିସି ଉପସଭାପତି ରଜତ ଚୌଧୁରୀ । ଦଳର ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେଇଛନ୍ତି। ଇସ୍ତଫାର ସଠିକ କାରଣ ଏଯାଏଁ…

ଖଣି ଦୁର୍ନୀତି ମାମଲାରେ ଓଡ଼ିଶାର ବିଭିନ୍ନ ଜାଗାରେ ଇଡି ରେଡ୍

ରାଉରକେଲା: ନିର୍ବାଚନ ପୂର୍ବରୁ ଆକ୍ସନ ମୋଡରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଉଲିବୁରୁ ଖଣି ଦୁର୍ନୀତିରେ ମୁଖ୍ୟ ଅଭିଯୁକ୍ତ ଦୀପକ ଗୁପ୍ତାଙ୍କ ଘରେ ହୋଇଛି ଇଡି ରେଡ୍। ଏହି ପରିପ୍ରେକ୍ଷୀରେ ଚାଟାର୍ଡ ଆକାଉଣ୍ଟାଣ୍ଟଙ୍କ ଘରେ ମଧ୍ୟ ED ରେଡ । ଚାଟାର୍ଡ ଆକାଉଣ୍ଟାଣ୍ଟ…

ମୁଖ୍ୟମନ୍ତ୍ରୀଙ୍କ ବଡ ନିଷ୍ପତ୍ତି, ଓଟିଇଟି ପାସ୍ ଏବଂ ପାସ୍ କରି ନ ଥିବା ଶିକ୍ଷକଙ୍କୁ ଉପହାର

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ଗଣଶିକ୍ଷକ ମାନଙ୍କ ପାଇଁ କେତେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତି ଦ୍ବାରା ରାଜ୍ୟର ୧୨,୧୧୩ ଜଣ ଗଣଶିକ୍ଷକ ଉପକୃତ ହେବେ। ସୂଚନାଯୋଗ୍ୟ ଯେ 5-T ତଥା ନବୀନ ଓଡିଶା ଅଧ୍ୟକ୍ଷ ଓ…