ଘରୋଇ ବସକୁ ୮ ଲକ୍ଷ ୪୦ ହଜାର ଟଙ୍କାର ଜରିମାନା । ଛତ୍ରପୁର ଏନ୍ଏଚ୍‌ରେ ଯାଞ୍ଚ ବେଳେ ‘ଜୟଶ୍ରୀ’ ନାମକ ଏକ ଘରୋଇ ବସ୍ (ଓଡି ୧୯ ଆର୍ ୪୫୯୭)କୁ ଜିଲ୍ଲା ପରିବହନ ବିଭାଗ ପକ୍ଷରୁ ଜରିମାନା ଲଗାଯାଇଛି। ଫିଟ୍‌ନେସ, ରୋଡ୍‌ ଟ୍ୟାକ୍ସ, ପଲ୍ୟୁସନ, ବୀମା, ଡ୍ରାଇଭିଂ ଲାଇସେନ୍ସ ନଥିବାରୁ ୮ ଲକ୍ଷ ୪୦ ହଜାର ଟଙ୍କାର ଜରିମାନା ଲଗାଇଛି ପରିବହନ ବିଭାଗ ।

Leave a Reply

Your email address will not be published. Required fields are marked *