ବଢିଲା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପାଣ୍ଡିଆନଙ୍କ ପାଇଁ ଅଡୁଆ। ହେଲିକପ୍ଟର ବୁଲିବା ସହ ରାଜ୍ୟ ରାଜକୋଷରୁ ଅର୍ଥ ଖର୍ଚ୍ଚ କରିଥିବା ନେଇ ହୋଇଥିବା ମାମଲାରେ ଉଭୟଙ୍କୁ କୋର୍ଟ ସମନ୍ ଜାରି କରିଛନ୍ତି । ଖୋର୍ଦ୍ଧା ଜିଲା ଦୌରା ଜଜଙ୍କ ପକ୍ଷରୁ ଏହି ନୋଟିସ ଜାରି କରାଯାଇଛି। କୋର୍ଟଙ୍କ ନୋଟିସ ନେଇ ଆସନ୍ତା ୧୫ ତାରିଖ ସୁଦ୍ଧା ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଜୁଲାଇ ୧୮ ତାରିଖରେ କରାଯିବ ବୋଲି ଜଣାପଡ଼ିଛି। Post navigation Draft Electoral Roll: ଓଡ଼ିଶାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ପାଇଁ ୧୦ ଜଣ ବରିଷ୍ଠ IAS ଅଧିକାରୀଙ୍କୁ ମିଳିଲା ନିଯୁକ୍ତି Odisha Vigilance arrests 2 Ex-Panchayat Officials in Puri for embezzling Govt Funds