ମଧ୍ୟପ୍ରାଚ୍ୟ ସଙ୍କଟ ମଧ୍ୟରେ ପାରାଦୀପରେ ପହଞ୍ଚିଲା ତୈଳବାହୀ ଜାହାଜ। ଇରାକରୁ ୨୦ ଲକ୍ଷ ବ୍ୟାରେଲ୍ ଅଶୋଧିତ ତୈଳ (କ୍ରୁଡ୍ ଅଏଲ୍) ଧରି ଆସୁଥିବା ବେଳେ ବାଟରେ ଆକ୍ରମଣର ଶିକାର ହୋଇଥିବା ବିଶାଳ ତୈଳବାହୀ ଜାହାଜ ‘ଏମଟି ସନମର ହେରାଲଡ୍’ ଶେଷରେ ସୁରକ୍ଷିତ ଭାବେ ଓଡ଼ିଶାର ପାରାଦୀପ ବନ୍ଦରରେ ଆସି ପହଞ୍ଚିଛି। ଇରାକରୁ ଆସିବା ସମୟରେ ହର୍ମୁଜରେ IRGC ପକ୍ଷରୁ ଆକ୍ରମଣ ହୋଇଥିଲା। ମୃତ୍ୟୁମୁଖରୁ ଖସି ଆସିଥିବା ଏହି ଜାହାଜର ସମସ୍ତ କ୍ରୁ ମେମ୍ବର (ନାବିକ) ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *

loader