୨୦୧୯ରେ ଫୁଲବାଣୀ ରାଇକିଆ ଥାନା ଅଞ୍ଚଳରେ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀକୁ ମିଳିଲା ଆଜୀବନ କାରାଦଣ୍ଡ । ଦୋଷୀ ସୁମନ୍ତ ଦିଗାଲକୁ ସଜା ଶୁଣାଇଲେ ପୋକ୍ସୋ କୋର୍ଟ । ଏହାସହ ପୀଡ଼ିତଙ୍କ ପରିବାରକୁ ୮ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିବାକୁ ଫୁଲବାଣୀ ଜିଲ୍ଲା ଆଇନ ସେବା ପ୍ରାଧିକରଣ (ଡିଏଲଏସଏ)କୁ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ। Post navigation WhatsApp to launch ‘Usernames’ Feature, ending need to share Phone Numbers Ratha Jatra Special Express Trains: ପୁରୀ ରଥଯାତ୍ରା ପାଇଁ ଗୋଣ୍ଡିଆ ଜଙ୍କସନରୁ ପୁରୀ ମଧ୍ୟରେ ଚାଲିବ ସ୍ୱତନ୍ତ୍ର ଟ୍ରେନ