ଭୁବନେଶ୍ୱର ଖଣ୍ଡଗିରି ଥାନା ଅନ୍ତର୍ଗତ କୋଳଥିଆରେ ପ୍ରେମ ପାଇଁ ଯୁବକଙ୍କୁ ହତ୍ୟା ପରେ ଆଖି ବୁଝିଛନ୍ତି ଗୁରୁତର ବାପା । ମୃତ କୃଷ୍ଣଚନ୍ଦ୍ର ପାଢ଼ୀଙ୍କ ବାପା ହିମାଂଶୁ ପାଢ଼ୀଙ୍କର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ସେପଟେ ଝିଅ ତାପସୀ ପାଢ଼ୀ ମଧ୍ୟ ଜୀବନ ମରଣ ସହିତ ସଂଗ୍ରାମ କରୁଛନ୍ତି । Post navigation Low Pressure Area likely over Bay of Bengal by July 3: IMD Odisha Vigilance Raids VIMSAR Officials in Disproportionate Assets Probe