ସାଉଦି ଆରବରେ ହେଲିକପ୍ଟର ଦୁର୍ଘଟଣା । ବିଶ୍ୱର ସବୁଠାରୁ ବଡ଼ ତେଲ କମ୍ପାନୀ ‘ସାଉଦି ଆରାମକୋ’ରେ ହେଲିକପ୍ଟର ଦୁର୍ଘଟଣା ଘଟି ସେଠାରେ ଥିବା ସମସ୍ତ ୧୪ ଜଣ ଯାତ୍ରୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। କେଉଁ ପରିସ୍ଥିତିରେ ଦୁର୍ଘଟଣା ହେଲା ସ୍ପଷ୍ଟ ହୋଇପାରି ନାହିଁ ।

Leave a Reply

Your email address will not be published. Required fields are marked *