ସାଉଦି ଆରବରେ ହେଲିକପ୍ଟର ଦୁର୍ଘଟଣା । ବିଶ୍ୱର ସବୁଠାରୁ ବଡ଼ ତେଲ କମ୍ପାନୀ ‘ସାଉଦି ଆରାମକୋ’ରେ ହେଲିକପ୍ଟର ଦୁର୍ଘଟଣା ଘଟି ସେଠାରେ ଥିବା ସମସ୍ତ ୧୪ ଜଣ ଯାତ୍ରୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। କେଉଁ ପରିସ୍ଥିତିରେ ଦୁର୍ଘଟଣା ହେଲା ସ୍ପଷ୍ଟ ହୋଇପାରି ନାହିଁ । Post navigation AVC Men’s Cup 2026: AVC କପ୍ ପୁରୁଷ ଭଲିବଲ୍ରେ ବ୍ରୋଞ୍ଜ୍ ପଦକ ଜିତିଲା ଭାରତ Deba Snana Purnima: ଆଜି ଦେବସ୍ନାନ ପୂର୍ଣ୍ଣିମା, ସ୍ନାନବେଦିରେ ବିରାଜିଲେ ଚତୁର୍ଦ୍ଧାମୂର୍ତ୍ତି