ଇତିହାସ ରଚିଲା ଭାରତ । AVC କପ୍ ପୁରୁଷ ଭଲିବଲ୍ରେ ଭାରତ ଜିତିଲା ବ୍ରୋଞ୍ଜ୍ ପଦକ। ଗୁଜରାଟର ଅହମ୍ମଦାବାଦରେ ଅନୁଷ୍ଠିତ AVC ପୁରୁଷ କପ୍ ୨୦୨୬ରେ ଡିଫେଣ୍ଡିଂ ଚାମ୍ପିଅନ୍ ବାହାରିନକୁ ୪ ସେଟ୍ ମୁକାବିଲାରେ ହରାଇ ବ୍ରୋଞ୍ଜ୍ ପଦକ ଜିତିଛି ଭାରତ । ପ୍ରଥମ ଥର ପାଇଁ ପଦକ ଜିତି ଭାରତ ଐତିହାସିକ ସଫଳତା ପାଇଛି । Post navigation PM Modi Receives Guardian of the Blue Horizon: ସେଶେଲ୍ସର ସ୍ବତନ୍ତ୍ର ରାଷ୍ଟ୍ରପତି ସମ୍ମାନ ‘ଗାର୍ଡିଆନ୍ ଅଫ୍ ଦି ବ୍ଲୁ ହରାଇଜନ୍’ରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ ମୋଦି Saudi Helicopter Crash: ସାଉଦି ଆରବରେ ହେଲିକପ୍ଟର ଦୁର୍ଘଟଣା; ୧୪ ମୃତ