ରାଜଧାନୀ ଭୁବନେଶ୍ୱରର ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଘରୋଇ ଶିକ୍ଷାନୁଷ୍ଠାନରେ ଜୀବନ ହାରିଲେ ଛାତ୍ର। ମୃତ୍ୟୁବରଣ କରିଥିବା ଛାତ୍ର ହେଉଛନ୍ତି ଯୁକ୍ତ ୨ ଦ୍ୱିତୀୟ ବର୍ଷ ବିଜ୍ଞାନ ବିଭାଗର ଛାତ୍ର ଅନ୍ତର୍ଯ୍ୟାମୀ ପ୍ରିୟାନ୍ସୁ ସାହୁ । ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଛନ୍ତି। ଅଭିଯୋଗ ପାଇବା ମାତ୍ରେ ସ୍ଥାନୀୟ ପୋଲିସ କଲେଜରେ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି। Post navigation Woman kills Husband: ପୁରୁଷ ବନ୍ଧୁ ସହ ମିଶି ସ୍ୱାମୀଙ୍କୁ ହତ୍ୟା; ସ୍ତ୍ରୀ ଓ ସହଯୋଗୀ ଗିରଫ Tamil Nadu Gas Tragedy: ତାମିଲନାଡୁ ଗ୍ୟାସ୍ ଟ୍ରାଜେଡି: ଆଖି ବୁଜିଲେ ଆଉ ଜଣେ ଓଡ଼ିଆ; ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି