ତାମିଲନାଡୁରେ ଭୟଙ୍କର ଆମୋନିଆ ଗ୍ୟାସ୍ ଲିକ୍ ଘଟଣାରେ ଆଉ ଜଣେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ଆଉ ଜଣେ ଓଡ଼ିଆ ଯୁବତୀ । ମୃତ ଯୁବତୀ ପିଟାନାଳୀ ଗ୍ରାମର ହୋଇଥିବା ଜଣାପଡିଛି । ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଓଡ଼ିଆ ଶ୍ରମିକଙ୍କ ସଂଖ୍ୟା ମୋଟ ୧୧ରେ ପହଞ୍ଚିଛି। Post navigation Student Found Dead In Hostel: ରାଜଧାନୀର ଘରୋଇ କଲେଜ ହଷ୍ଟେଲରେ ଜୀବନ ହାରିଲେ ଛାତ୍ର Bobby Das Meets Sujata: ଶଙ୍ଖ ଭବନରେ ସୁଜାତାଙ୍କୁ ଭେଟିଲେ ବବି ଦାସ