ବାଲିଆପାଳ ଥାନା ଅନ୍ତର୍ଗତ କଚୁଆପଡ଼ା ଗ୍ରାମରେ ପୋଲିସ ଉପରେ ଆକ୍ରମଣ ଘଟଣାରେ ୨ ଗିରଫ। ଅଭିଯୁକ୍ତକୁ ଗିରଫ ପାଇଁ ଯାଇଥିବା ବେଳେ ପୋଲିସଙ୍କ ଉପରକୁ ହୋଇଥିଲା ଆକ୍ରମଣ । ଏହି ଆକ୍ରମଣରେ ଆଇଆଇସି ଆହତ ହୋଇଛନ୍ତି । ଘଟଣା ସ୍ଥଳରେ ବସ୍ତା ଏସଡିପିଓ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଦୁଇ ଜଣଙ୍କୁ ଗିରଫ କରାଯାଇଛି । Post navigation 10 Rajya Sabha MPs Sworn In: राज्यसभा के 10 नवनिर्वाचित सदस्यों ने ली शपथ Massive Scare in Puri ପୁରୀ ଅଘଟଣ; ସମୁଦ୍ରରେ ବୁଡି ଯାଉଥିବା ପର୍ଯ୍ୟଟକଙ୍କୁ ସୁରକ୍ଷିତ ଉଦ୍ଧାର କଲେ ଲାଇଫଗାର୍ଡ