ଚାରି କାନ୍ଧ ନମିଳିବାରୁ ସାଇକେଲରେ ମାଆଙ୍କ ଶବ ବୋହିଲେ ଦୁଇ ଝିଅ। ଏଭଳି ଏକ ହୃଦୟବିଦାରକ ଘଟଣା ବରଗଡ଼ ଜିଲ୍ଲାର ପାଇକମାଳ ସହର କଣ୍ଟାପଡ଼ାରୁ ସାମ୍ନାକୁ ଆସିଛି । ଦୁଇ ପୁଅ ଦାଦନ ଯାଇ ଅନ୍ୟ ଜାତିରେ ବାହା ହୋଇଥିବାରୁ ବାସନ୍ଦ ହୋଇଥିଲେ । ଫଳରେ ବୃଦ୍ଧାଙ୍କ ମୃତ୍ୟୁ ପରେ ଶବ ସତ୍କାର ପାଇଁ ସାହି ଭାଇ ନ ଆସିବାରୁ ସାଇକେଲରେ ମାଆଙ୍କ ଶବ ବୋହିଲେ ଦୁଇ ଝିଅ ।

Leave a Reply

Your email address will not be published. Required fields are marked *