ମହିଳା IIC ଙ୍କ ନାଁରେ ଦୁର୍ବ୍ୟବାହାର ଅଭିଯୋଗ । ବରହମପୁର ଥାନା IIC ଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଏବେ ସାମ୍ନାକୁ ଆସିଛି। ମାନସିକ ନିର୍ଯାତନା ଓ ଦୁର୍ବ୍ୟବହାର ଅଭିଯୋଗ କରିଛନ୍ତି ବରହମପୁର SI ମନୋରଞ୍ଜନ ପୁହାଣ । ଅନ୍ୟପଟେ ଅଭିଯୋଗକୁ ନେଇ ବାଲେଶ୍ବର ଅତିରିକ୍ତ SP ପ୍ରମୋଦ ମଲ୍ଲିକ କହିଛନ୍ତି ଯେ SI ବାରମ୍ବାର କାର୍ଯ୍ୟ ଅବହେଳା କରୁଥିବାରୁ IIC ତାଙ୍କୁ ତାଗିଦ କରିଥାଇ ପାରନ୍ତି। ଯାହାକୁ ସେ ଦୁର୍ବ୍ୟବହାର ବୋଲି କହୁଛନ୍ତି। Post navigation IPL Betting in Odisha: ଆଇପିଏଲ ବେଟିଂ ରାକେଟର ମୁଖ୍ୟ ଅଭିଯୁକ୍ତ ବ୍ରହ୍ମପୁରର ନମସ୍ତେ ହୋଟେଲ ମାଲିକ ଗିରଫ Mahanadi Tribunal’s Hirakud Dam visit costs Rs 1.45 Crore