୬ ଜିଲ୍ଲାରେ ସରକାରୀ ଓକିଲ ନିଯୁକ୍ତି ମାମଲାକୁ ନେଇ ଲାଗିରହିଥିବା କଳ୍ପନା ଜଳ୍ପନା ମଧ୍ୟରେ ହାଇକୋର୍ଟ ନିଜର ରାୟ ଶୁଣାଇଛନ୍ତି । ସରକାରୀ ଓକିଲ ନିଯୁକ୍ତିକୁ କାଏମ ରଖିଛନ୍ତି ହାଇକୋର୍ଟ । ନୂଆ ନିଯୁକ୍ତିକୁ ଚ୍ୟାଲେଞ୍ଜ୍‌ କରି ଦାୟର ପିଟିସନ୍‌କୁ ଖାରଜ କରାଯାଇଛି । ୧୧ଟି ରିଟ୍‌ ପିଟିସନ୍‌ର ଏକତ୍ର ଶୁଣାଣି କରି ଖାରଜ କଲେ ହାଇକୋର୍ଟ । କାର୍ଯ୍ୟକାଳ ସରିବା ପୂର୍ବରୁ ନିଯୁକ୍ତି ରଦ୍ଦ ହୋଇଥିବାରୁ ପିଟିସନ୍‌ ହୋଇଥିଲା ।

Leave a Reply

Your email address will not be published. Required fields are marked *