ରାୟଗଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀ ପ୍ରସନ୍ନ ପଟ୍ଟନାୟକ ଗିରଫ।  ୨ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଗିରଫ କଲା ଭିଜିଲାନ୍ସ ଟିମ୍ । କାର୍ଯ୍ୟ ଅଭିଜ୍ଞତା ପ୍ରମାଣପତ୍ର ପାଇଁ ଠିକାଦାରଙ୍କଠାରୁ ନେଉଥିଲେ ଲାଞ୍ଚ । ରାୟଗଡ଼ା କ୍ୱାର୍ଟରରୁ ଲାଞ୍ଚକୁ ମିଶାଇ ମୋଟ୍‌ ୫ ଲକ୍ଷ ୩୯ ହଜାର ଟଙ୍କା ଜବତ କରାଯାଇଛି। ଗତ ଜୁନ୍ ୩୦ରେ ଚାକିରିରୁ ଅବସର ନେଇଥାନ୍ତେ ଯନ୍ତ୍ରୀ ପ୍ରସନ୍ନ ପଟ୍ଟନାୟକ ।

 

Leave a Reply

Your email address will not be published. Required fields are marked *