ପୁରୀରେ ଏନ୍କାଉଣ୍ଟର । ବଳିଆପଣ୍ଡାରେ ହୋଟେଲ ମାଲିକଙ୍କୁ ନିର୍ମମ ହତ୍ୟା ମାମଲାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇଛି ପୁରୀ ପୋଲିସ । ହୋଟେଲ ମାଲିକ ପବିତ୍ର ନାୟକଙ୍କ ହତ୍ୟା ମାମଲାରେ ଅଭିଯୁକ୍ତକୁ ଓମ୍କାରେଶ୍ୱର ରୋଡରେ ଏନକାଉଣ୍ଟର୍ କରିଛି ପୋଲିସ । ଏହା ପରେ ଆହତ ଅଭିଯୁକ୍ତ ଚନ୍ଦନ ପଲାରକୁ ଉଦ୍ଧାର କରି ଡାକ୍ତରଖାନାରେ ଭତ୍ତି କରାଯାଇଥିବା ଜଣାପଡ଼ିଛି। Post navigation India beat arch-rivals Pakistan 4-3 in FIH Pro League in London Vigilance Nabs Rayagada EE: ଅବସରର ସପ୍ତାହେ ପୂର୍ବରୁ ବନ୍ଧା ହେଲେ ରାୟଗଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗର ଲାଞ୍ଚୁଆ ନିର୍ବାହୀ ଯନ୍ତ୍ରୀ