ଜଗତସିଂହପୁରରେ ଗ୍ରାମଦେବୀ ମନ୍ଦିର ନିର୍ମାଣକୁ ନେଇ ମୁହାଁମୁହିଁ ହେଲେ ୨ ଗୋଷ୍ଠୀ । ଉତ୍ତେଜନାକୁ ଦୃଷ୍ଟିରେ ରଖି ଗାଁରେ ୨ ପ୍ଲାଟୁନ ପୋଲିସ ଫୋର୍ସ ମୃତୟନ ସହ ବନ୍ଦର ଥାନା ଫୁଲପାଟଣା ଗ୍ରାମଦେବୀ ମନ୍ଦିର ପରିସରରେ ୧୬୩ ଧାରା ଜାରି କଲା ପ୍ରଶାସନ।

 

Leave a Reply

Your email address will not be published. Required fields are marked *