ତାମିଲନାଡୁର ଭୟଙ୍କର ଆମୋନିଆ ଗ୍ୟାସ୍ ଲିକ୍ ଅଘଟଣରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଛି। ଗତକାଲି ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ଆଉ ଜଣଙ୍କ ର ମୃତ୍ୟୁ ହୋଇଛି । ଚିକିତ୍ସାଧୀନ ଅବସ୍ଥାରେ ତାମିଲନାଡ଼ୁ ମେଡିକାଲ୍ରେ ମୃତ୍ୟୁ । ମୃତକ ହେଲେ କେନ୍ଦୁଝର ଜିଲ୍ଲାର ଜାମୁନି ଜୁଆଙ୍ଗ । ଏହାକୁ ମିଶାଇ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁସଂଖ୍ୟା ୬କୁ ବୃଦ୍ଧି ପାଇଛି। Post navigation Jagatsinghpur Clash: ଜଗତସିଂହପୁରରେ ୨ ଗୋଷ୍ଠୀ ମୁହାଁମୁହିଁ; ୧୬୩ ଧାରା ଜାରି Vigilance Raids Sambalpur CADA Executive Engineer: ଭିଜିଲାନ୍ସ ଜାଲରେ ସମ୍ବଲପୁର ସିଏଡିଏ ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ