ଭୁବନେଶ୍ଵରରୁ ରାତି ଅଧରେ ଚନ୍ଦନ ଗଛ କାଟିନେଲେ ଦୁର୍ବୃତ୍ତ। ଜୟଦେବ ଭବନ ପରିସରରେ ଥିବା ମୂଲ୍ୟବାନ ଚନ୍ଦନ ଗଛ କାଟି ନେଇଛନ୍ତି ଦୁର୍ବୃତ୍ତ । ଏ ନେଇ ଥାନାରେ ଏତଲା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ସୁରକ୍ଷାକର୍ମୀ ଥିବା ସତ୍ତ୍ଵେ କିପରି ଦୁର୍ବୃତ୍ତ ଚନ୍ଦନ ଗଛ କାଟି ନେଲେ ଏହାକୁ ନେଇ ପ୍ରଶ୍ନ ଉଠିଛି। Post navigation Chameli Ojha Row: ଚମେଲିଙ୍କ ଜୀବନ ପ୍ରତି ଆଗକୁ ବଡ଼ ବିପଦ ଆଶଙ୍କା: ଭକ୍ତ ଦାସ Raja Festival 2026: ଆଜି ଓଡ଼ିଶାର ଗଣପର୍ବ ‘ରଜ’