ରଥଯାତ୍ରା ପୂର୍ବରୁ ଦୂର ହେବ ସମସ୍ତ ପାର୍କିଂ ସମସ୍ୟା । ଏ ନେଇ ସୂଚନା ଦେଇଛନ୍ତି ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ସେ କହିଛନ୍ତି ରଥଯାତ୍ରା ପୂର୍ବରୁ ଜଗନ୍ନାଥ ବଲ୍ଲଭ ପାର୍କିଂ କାମ ସମ୍ପୂର୍ଣ୍ଣ ହେବ । ଏହା ସହ ରଥଯାତ୍ରା ପରେ ପୁରୀରେ ହେବ ମଲ୍ଟି ଲେବଲ କାର୍ ପାର୍କିଂ । ୩ ହଜାରରୁ ଅଧିକ ଗାଡ଼ି ରହିବା ଭଳି ବ୍ୟବସ୍ଥା ହେବ । ସପିଙ୍ଗ ମଲ୍‌ ଏବଂ ହୋଟେଲ ବ୍ୟବସ୍ଥା ମଧ୍ୟ ପାର୍କିଂ ବ୍ୟବସ୍ଥା କରାଯିବ ।

 

Leave a Reply

Your email address will not be published. Required fields are marked *