ମଦ୍ରାସାରେ ବନ୍ଦେ ମାତରମ୍ ବାଧ୍ୟତାମୂଳକ କଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ। ସଂଖ୍ୟାଲଘୁ ବ୍ୟାପାର ଏବଂ ମଦ୍ରାସା ଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ସ୍ୱୀକୃତିପ୍ରାପ୍ତ ପ୍ରତିଷ୍ଠାନରେ ସକାଳ ସଭା ସମୟରେ ଜାତୀୟ ସଂଗୀତ ଗାନକୁ ବାଧ୍ୟତାମୂଳକ କରିଛନ୍ତି। Post navigation Congress to Join Tamil Nadu Cabinet: ୫୯ ବର୍ଷ ପରେ ତାମିଲନାଡୁ କ୍ୟାବିନେଟକୁ ଫେରିଲା କଂଗ୍ରେସ Ebola Scare in India: ଇବୋଲା ଭାଇରସ ନେଇ ଦିଲ୍ଲୀ ଏୟାରପୋର୍ଟରେ ଆଲର୍ଟ ଜାରି