ଭୁବନେଶ୍ୱରରେ ଖୋଲିବ SEBIର ବ୍ରାଞ୍ଚ ଅଫିସ । ଓଡ଼ିଶାରେ ନିବେଶକଙ୍କ ପହଞ୍ଚିବା ଏବଂ ନିୟାମକ ଉପସ୍ଥିତିକୁ ସୁଦୃଢ଼ କରିବା ପାଇଁ ଭାରତୀୟ ପ୍ରତିଭୂତି ଏବଂ ବିନିମୟ ବୋର୍ଡ (SEBI) ଖୁବ୍ ଶୀଘ୍ର ଭୁବନେଶ୍ୱରରେ ଏକ ଶାଖା କାର୍ଯ୍ୟାଳୟ ଖୋଲିବ। ଏ ନେଇ ସୂଚନା ଦେଲେ SEBI ଅଧକ୍ଷ ତୁହିନକାନ୍ତ ପାଣ୍ଡେ । ଏହା ହେବ ପୂର୍ବ ଭାରତରେ SEBIର ପ୍ରଥମ କାର୍ଯ୍ୟାଳୟ । କିଛି ମାସ ମଧ୍ୟରେ ଆରମ୍ଭ ହେବ ଆଞ୍ଚଳିକ କାର୍ଯ୍ୟାଳୟ ।

Leave a Reply

Your email address will not be published. Required fields are marked *