ନିଟ୍ ପେପର୍ ଲିକ୍ କିଙ୍ଗପିନ୍ ଗିରଫ। ରସାୟନ ବିଜ୍ଞାନ ଅଧ୍ୟାପକ ପି.ଭି କୁଲକର୍ଣ୍ଣି ଙ୍କୁ ପୁନେରୁ ଗିରଫ କଲା ସିବିଆଇ । NEET-UG ୨୦୨୬ ପେପର ଲିକ୍ ମାମଲାରେ ପୁଣେରୁ ସିବିଆଇ NEET ପେପର ଲିକ୍ ମୁଖ୍ୟ ଅଭିଯୁକ୍ତ ଏବଂ ରସାୟନ ବିଜ୍ଞାନ ପ୍ରଫେସର ପି.ଭି. କୁଲକର୍ଣ୍ଣିଙ୍କୁ ଗିରଫ କରିଛି। କୁଲକର୍ଣ୍ଣି ପରୀକ୍ଷା ପାଇଁ ରସାୟନ ବିଜ୍ଞାନ ପ୍ରଶ୍ନପତ୍ର ସେଟିଂ କମିଟିର ସଦସ୍ୟ ଥିଲେ ବୋଲି ଜଣାପଡିଛି। ଗତ ଏପ୍ରିଲରେ ଅନ୍ୟ ଜଣେ ଅଭିଯୁକ୍ତ ସହ ମିଶି ଛାତ୍ରଙ୍କୁ ଏକାଠି କରିଥିଲେ କୁଲକର୍ଣ୍ଣି। Post navigation Bus Fare Hike: ରାଜ୍ୟରେ ବଢ଼ିଲା ଘରୋଇ ବସ୍ ଭଡ଼ା